0
Your Cart
0
Your Cart

ଘୋଡ଼ଲାଗିବେଶ

ବର୍ଷତମାମ୍ ଶ୍ରୀମନ୍ଦିରରେ ବିଭିନ୍ନ ଋତୁ ଅନୁଯାୟୀ ତଥା ତତ୍‌କାଳୀନ ରାଜା ମହାରାଜାମାନଙ୍କ ଦୈନନ୍ଦିନ ଚଳଣୀ ପ୍ରକାରେ ଶ୍ରୀବିଗ୍ରହମାନଙ୍କ ଭିନ୍ନ ଭିନ୍ନ  ନୀତି, ରୀତି, ପରମ୍ପରା, ଯାନିଯାତ୍ରା, ବେଶ ଇତ୍ୟାଦିର ସୃଷ୍ଟି ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତ ବସ୍ତ୍ର […]

ବଡ଼ସିଂହାର ବେଶ

ଶ୍ରୀମନ୍ଦିର ସ୍ଵତ୍ତଲିପି ମୁତାବକ ଦୈନନ୍ଦିନ ରତ୍ନ ସିଂହାସନଧିଷ୍ଟିତ ଶ୍ରୀବିଗ୍ରହମାନଙ୍କର ବଡ଼ସିଂହାର ବେଶ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର ବା ବେଶ, ଦ୍ବିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ […]

ଭକ୍ତ ଇଚ୍ଛାରେ ଜଗନ୍ନାଥ ଯେବେ ହୁଅନ୍ତି ଗଜାନନ

ଦେବସ୍ନାନ ପୂର୍ଣ୍ଣିମାଠାରୁ ବସ୍ତୁତଃ ଆରମ୍ଭ ହୋଇଯାଏ ଶ୍ରୀଜୀଉମାନଙ୍କର ରଥଯାତ୍ରାର ପ୍ରସ୍ତୁତି ପର୍ବ | ଏହିଦିନ ତିନିଠାକୁର ଗୋଟି ପହଣ୍ଡିରେ ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନମଣ୍ଡପକୁ ଆସନ୍ତି ଏବଂ ଭକ୍ତମାନଙ୍କ ସମ୍ମୁଖରେ ସ୍ନାନ କରନ୍ତି | ସ୍ନାନ ପରେ ମହାପ୍ରଭୁ ଅଣସର ଘରକୁ […]

error: Content is protected !!