0
Your Cart
0
Your Cart

ଭକ୍ତ ରସିକାନନ୍ଦ

ଭକ୍ତ ରସିକାନନ୍ଦ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟର ଜଣେ ସାଧକ ସନ୍ନ୍ୟାସୀ ଥିଲେ ।  ସେ ୧୫୯୭ ମସିହାରେ ବାଲେଶ୍ବର ଉପକଣ୍ଡ ସୁବର୍ଣ୍ଣରେଖା । ନଦୀ ତୀରସ୍ତୁ ରଢନୀ ନଗରୀର ଜମିଦାରଙ୍କ ପୁତ୍ର ଥିଲେ । ମାତ୍ର ୧୮ ବର୍ଷ ବୟସରେ ରାଜପ୍ରାଚୁର୍ଯ୍ୟ […]

~ ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ ~

ହିନ୍ଦୁ ମାନଙ୍କର ‘ଶ୍ରୀମଦ୍ଭଗବଦ୍ଗୀତା’, ମୁସଲମାନ ମାନଙ୍କର ‘କୁରଆନ’ ଓ ଖ୍ରୀଷ୍ଟିଆନ ମାନଙ୍କର ‘ବାଇବଲ’ ପରି ଶିଖ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ ହେଉଛି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ । ଏହାଙ୍କୁ ଶିଖ ଧର୍ମରେ ଅନ୍ତିମ, ସାର୍ବଭୌମ ତଥା ସନାତନ ଗୁରୁଙ୍କର ମର୍ଯ୍ୟାଦା […]

ବାଲିଗାଁର ଭକ୍ତ ଦାସିଆ ବାଉରି

ପୁରୀ ଜିଲ୍ଲାର ସାତସଙ୍ଖ ନିକଟବର୍ତ୍ତୀ ତେଇଶିପୁର ମୈାଜାର ରତ୍ନଚିରା ନଦୀ କୂଳରେ ପଲ୍ଲୀର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁ। ଭୁବନେଶ୍ଵର-ପୁରୀ ନଂ-୨୦୩ ଜାତୀୟ ରାଜପଥର ନିର୍ମଳାଛକରୁ କିମ୍ବା ଡେଲାଙ୍ଗ ଓ ଜେନାପୁର ରେଳଷ୍ଟେସନଠାରୁ ଏହି ଗାଁକୁ ରାସ୍ତା ରହିଛି। ରାସ୍ତାର […]

error: Content is protected !!