ଅର୍ନମୟ ପିଣ୍ଡ ଅର୍ନମୟ ବ୍ରହ୍ମ – Rice Loving Shree Jagannath

feature-article

PAGE VIEWS: 2,304

 


ଓଡିଶାର ମୁଖ୍ୟ ଖାଦ୍ୟ ଅର୍ନ (ଭାତ), ଓଡିଆ କି ଗରିବ କି ଧନି ସମ୍ପୁର୍ନ ରୁପେ ଭାତ ଉପରେ ନିର୍ଭର କରେ | ଓଡିଶାର ରାଜା ଶ୍ରୀଜଗନ୍ନାଥ ଏଥିରୁ ବଚିଂତ ନୁହଂନ୍ତି | ଅର୍ନରୁ ପ୍ରସାଦ ପୁଣି ରୁପାନ୍ତର ହୁଏ ମହାପ୍ରସାଦ, ଶ୍ରିମନ୍ଦିରେ ଏହି କୁହୁକ ମା ମହାଲକ୍ଷ୍ମି, ବିମଳା ଙ୍କ ଦ୍ୱାରା ହୋଇଥାଏ | ମହାପ୍ରସାଦ ଅର୍ନ ବିଭିନ୍ନ ସ୍ୱାଦ ରେ ଆନନ୍ଦ ବଜାର ରେ ମିଳେ ସାଧା ଅର୍ନ, କାନିକା, ଦହି ପଖାଳ, ଅଦା ପଖାଳ, ଥାଳି ଖେଚେଡି, ଘିଅ ଅର୍ନ ଖେଚେଡି, ମିଠା ପଖାଳ, ଓଡିଆ ପଖାଳ | ଅର୍ନମୟ ପିଣ୍ଡ ଅର୍ନମୟ ବ୍ରହ୍ମ | ଜଗନ୍ନାଥ ଅନନ୍ତ ତାଙ୍କ କଥା ଅନନ୍ତ |

 

 

Rice Mahaprasa ଅର୍ନ Rice Prasad


Weather Puri  Mon, 10 Dec 2018 08:30 AM IST
Temperature:22°C
Sunny
Wind: 11km/h Noth Eeast
Humidity: 65%



    LOOKING AHEAD Puri Weather
  • 11 Dec 2018
    Sunny
    High:25°C Low:22°C
  • 12 Dec 2018
    Mostly Sunny
    High:26°C Low:22°C
  • 13 Dec 2018
    Mostly Sunny
    High:27°C Low:22°C
  • 14 Dec 2018
    Mostly Cloudy
    High:27°C Low:22°C

ଅତୀତ ପୃଷ୍ଠାରୁ … ଶ୍ରୀଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା https://t.co/WtODJtxCm2 via #destinations
ଅତୀତ ପୃଷ୍ଠାରୁ … ଶ୍ରୀଭାବକୁଣ୍ଡଳେଶ୍ୱର: ବିଜେ ମାଣିକପାଟଣା https://t.co/QcJ4gP0Mqt https://t.co/QcJ4gP0Mqt
The crisis of AIDS has engulfed the world. In order to save the World from this crisis the man is having conviction… https://t.co/31IMMiutUB