0
Your Cart
0
Your Cart
4,608

ଅର୍ନମୟ ପିଣ୍ଡ ଅର୍ନମୟ ବ୍ରହ୍ମ – Rice Loving Shree Jagannath

ଓଡିଶାର ମୁଖ୍ୟ ଖାଦ୍ୟ ଅର୍ନ (ଭାତ), ଓଡିଆ କି ଗରିବ କି ଧନି ସମ୍ପୁର୍ନ ରୁପେ ଭାତ ଉପରେ ନିର୍ଭର କରେ | ଓଡିଶାର ରାଜା ଶ୍ରୀଜଗନ୍ନାଥ ଏଥିରୁ ବଚିଂତ ନୁହଂନ୍ତି | ଅର୍ନରୁ ପ୍ରସାଦ ପୁଣି ରୁପାନ୍ତର ହୁଏ ମହାପ୍ରସାଦ, ଶ୍ରିମନ୍ଦିରେ ଏହି କୁହୁକ ମା ମହାଲକ୍ଷ୍ମି, ବିମଳା ଙ୍କ ଦ୍ୱାରା ହୋଇଥାଏ | ମହାପ୍ରସାଦ ଅର୍ନ ବିଭିନ୍ନ ସ୍ୱାଦ ରେ ଆନନ୍ଦ ବଜାର ରେ ମିଳେ ସାଧା ଅର୍ନ, କାନିକା, ଦହି ପଖାଳ, ଅଦା ପଖାଳ, ଥାଳି ଖେଚେଡି, ଘିଅ ଅର୍ନ ଖେଚେଡି, ମିଠା ପଖାଳ, ଓଡିଆ ପଖାଳ | ଅର୍ନମୟ ପିଣ୍ଡ ଅର୍ନମୟ ବ୍ରହ୍ମ | ଜଗନ୍ନାଥ ଅନନ୍ତ ତାଙ୍କ କଥା ଅନନ୍ତ |

[wc_box color=”inverse” text_align=”left”]
[/wc_box]

 

[wc_box color=”inverse” text_align=”left”]
[/wc_box]

 

error: Content is protected !!