0
Your Cart
0
Your Cart
10,656

Mother Barahi Parswa Debi of chariot Darpadalana Om hreem varahi hari Om


Om hreem Barahi hari Om

Maa Barahi Parswa Devi Of Maa Subhadra Chariot DARPADALANA/PADMADHWAJA/DEVADALANA
Maa Barahi Parswa Devi Of Maa Subhadra Chariot DARPADALANA/PADMADHWAJA/DEVADALANA
 
OdiaEnglish

ମାତ୍ରୁ ପୁଜା, ଶିବ ପୁଜା, ବିଷ୍ନୁ ପୁଜା ହିନ୍ଦୁ ଧର୍ମର ପ୍ରମୁଖ ଅଂଶ, ଶାକ୍ତ, ଶୈବ ଏବଂ ବୈଷ୍ନବ ବରାହ ରୂପି ମାତ୍ରୁଶକ୍ତି ଙ୍କୁ ନିଜସ୍ୱ ଉପାୟରେ ଆହ୍ୱାନ କରିଥାନ୍ତି | ବରାହୀ ଦେବୀଙ୍କ ପୁଜା ରାତ୍ର କାଳରେ ହୋଇଥାଏ | ବୌଦ୍ଧଧର୍ମ ବିଶ୍ୱାସରେ ବଜ୍ରବରାହି ଓ ମରିଚୀଙ୍କ ଉତ୍ତପ୍ତି ହିନ୍ଦୁ ମାନ୍ୟତା ବରାହୀ ତତ୍ତ୍ୱରୁ ଗ୍ରହଣ କରାଯାଇଛି |

ମାଁ ବରାହୀ ସପ୍ତମାତ୍ରୁକାଙ୍କର ଏକ ଅଶଂ, ମାରକେଣ୍ଡୟ ପୁରାଣ, ଦେବୀ ମାହତ୍ମ୍ୟ ଲେଖନ ଅନୁଯାୟି କରୁଣାମୟିଙ୍କ ଶରିରରୁ ବରାହୀ ଦେବୀଙ୍କ ଉତ୍ତପ୍ତି | ମାଁଙ୍କ ମୁଖ ବରାହରୁପି, ମା ହାତରେ ଚକ୍ର ଏବଂ ଖଡଗ ଧାରଣ କରିଥାନ୍ତି | ମା ସବୁ ସମୟରେ ଭକ୍ତଙ୍କ ସୁରକ୍ଷା ପ୍ରଦାନ କରିଥାନ୍ତି ଓ ବରଦାହସ୍ତ ଅଟନ୍ତି |

ତନ୍ତ୍ର ଅନୁଯାୟି ମା ବରାହୀଙ୍କ ପୁଜା ସୁର୍ଯ୍ୟଦୟ ପୂର୍ବରୁ ଓ ସୁର୍ଯ୍ୟସ୍ତ ପରେ ହୋଇଥାଏ| ମା ବରାହୀଙ୍କୁ ରାତ୍ର ଦେବି ରୁପେ ବର୍ଣନା କରାଯାଇଛି | ମାଁଙ୍କ ବର୍ଣ ଧୁମ୍ର, ବହୁ ସାଧୁ ଧୁମ୍ର ବରାହୀ ରୁପେ ପୁଜା କରିଥାନ୍ତି | ଦେବୀ ଉପାସକ ମାନେ ବାମମାର୍ଗ ଉପଚାର ଦ୍ୱାରା ବିଧି ସମ୍ମତେ ମଦ୍ୟ, ମସ୍ଚ୍ୟ, ମାସଂ, ଅର୍ନ ଏବଂ କିଛି ଗୁପ୍ତ ସେବା ଦ୍ୱାରା ନୈବେଦ୍ୟ ପ୍ରଦାନ କାରିଥାନ୍ତି | କିଛି ତନ୍ତ୍ର ଉପଚାରି ମାନେ ମା ବରାହିଙ୍କୁ ଶ୍ରେଷ୍ଟ ମାତ୍ରୁଶକ୍ତି ଦର୍ଶନ କରନ୍ତି | ମାଁ ବରାହୀ ଅଭୟ ପ୍ରଦାୟନି ଏବଂ ସିଦ୍ଧି ଦାୟନି ଅଟନ୍ତି | ଶାକ୍ତ ଓ ବୈଷ୍ଣବ ମତରେ ମା କେବେ ବରାହ କିମ୍ବା ପଦ୍ମ ଉପରେ ପୁଜିତ ହୁଅନ୍ତି | ମା କେବେ ସର୍ପ କୁଣ୍ଡଳି, ସିିଂହ ଓ ଗରୁଡ ଉପରେ ଆସନ ଧାରଣ କରିଥାନ୍ତି | ମାଂଙ୍କ କୋଳରେ ବସିଥିବା ଶିଶୁ, ବରାହୀ ମାଁଙ୍କୁ କଲ୍ୟାଣମୟି ରୁପେ ସୁଚିତ କରେ | ତାନ୍ତ୍ରିକ ମୁର୍ତୀ ବରାହିଙ୍କ ହସ୍ତରେ ମସ୍ଚ୍ୟ ଅନ୍ୟ ହସ୍ତରେ କପାଳ ( ମଦ୍ୟ ପାତ୍ର ) ଶୋଭା ପାଉଥାଏ | ମାଁ ବରହି ୧୨ଗୋଟି ନାମ ଦ୍ୱାରା ପୁଜିତ ହୋଇଥାନ୍ତି ଯଥା ପଚଂମୀ, ଦଣ୍ଡହନଥା, ସାଂଗ୍ୟଥା, ସାମେସ୍ୱରୀ, ସାମ୍ୟ ସଂଙ୍ଗ୍ୟଥା, ବରାହୀ,ବର୍ଥାଳୀ,ବୋଥର୍ନୀ, ଅରିକ୍ନି, ମହାସେନା, ଆଙ୍ଗ୍ୟଚକ୍ରେସ୍ୱେରି, ଶୀବା | ଲଳୀତା ସହର୍ସନାମ ରେ ମାଁଙ୍କୁ ବିସୁକାନ ରାକ୍ଷସକୁ ଦମନ କରିବା ପାଇଂ ମାଁ ଆଦିଶକ୍ତୀ ଉତର୍ପନ୍ନ କରିଥିଲେ |

ବାଲିସାହି ସ୍ତିତ ମା ବରାହି ଶ୍ରୀ ଜଗନ୍ନାଥ ମନ୍ଦିରର ପୁଜା ପାରବଣ ସହିତ ଜଡିତ, ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ମାଁ ପାଖରେ ନିତ୍ୟ ଅର୍ପଣ କରାଯାଇଥାଏ | ସ୍ତାନିୟ ଅଧିବାସିଙ୍କ ଅନୁଯାଇ ମାଁ ଶ୍ରୀ ମନ୍ଦିରର ଏକ ପ୍ରମୁଖ ଦେବୀ | ମାଁ ଶୁଭଦ୍ରାଙ୍କ ରଥ ଦର୍ପଦଳନ/ପଦ୍ମଧ୍ୱଜ/ଦେବଦଳନ ରେ ପାର୍ଶ୍ୱଦେବୀ ରୁପେ ପୁଜିତ | ରଥକୁ ସୁରକ୍ଷା ପ୍ରଦାନ କରିଥାନ୍ତି, ଆଦିଶକ୍ତୀ ମାଁ ଶୁଭଦ୍ରାଙ୍କ ମାତ୍ରୁଶକ୍ତୀ ରୁପେ ସ୍ତାନିତ ହୋଇଥାନ୍ତି |

Matrupuja (Goddess Worship), Shiva Worship and Vishnu Worship are three main part of Hindu religion. Baraha ( BOAR ) shaped Matrushakti ( Mother Power ) is being worshiped in different way. The worship of mother barahi is being arranged during night hours. Goddess VajrAbarahi and Marichi worshiped by the Budhist. It is believed that the Barahi Cult is being derived from Hindu Mantra (hymns )
Mother Barahi is the part of Seven Mother Cult ( Sapta Matruka ). As per Markendya Purana, Mother Godess Barahi emerged from the boddy of mohamaya karunamayi Godess. Her face is like a bore. Her hands are adorned with chakra (wheel & sword ) and khadaga. The mother God is giving her all blessing to all devotee and protect them from all evil effect. As per Tantra rules, the mother Goddess Barahi is being worshiped during right night particularly after sunset and before sunrise. Her body color is just like smoke. That is why she has been worshiped as many saints as Dhumra Barahi.

Goddess worshipers worship the Goddess in process called bamamaraga upachara and offered wine, fish, flesh, rice through some secret rituals. Some Goddess worshipers believe mother Barahi is Abhaya Pradayani and Sidhi Pradayani ( Protector of all evil aspects and gives all well beings to its devotees ) As per saktaism and Baisnvism the Goddess is being worshiped either standing or seated on Baraha ( boar ) or Padma ( Lotus) She also worshiped some time either standing or seated on serpent, Lion & Garuda ( the supreme bird of Hindu Mythology . Goddess worshipped with a child on her lap which symbolizes her as kalaynmayi to all.Tantrik idol Barahi hold Fish in her one hand and a skull in other hand. Mother Barahi is being worshiped on twelve anmes namely Panchami, Dandhanatha, Sangyetha, Samayeshwari, Samaya sangyetha, Varahi, Varthali, Bothrini, Arikni, Mahasena, Agnachakreshwari, Shiva. Barahi emerged from Mother Adishakti to kill the demon as revelas from Lalita Sahasrnama.

The temple of Mother Barahi is at Balisahi, Puri and she is connected with some rituals f Sri Jagananth Temple. Mohaprasad of Lord Sri Jagananth is being offered to Goddess Barahi on each day. As per local belief Mother Barahi is one of the the main Goddess of Sri Jagannath Temple Puri. Godess Barahi is also worshiped as side Godess ( Parswa devi ) of Darpadal Rath of Devi Subhadra during Car Festival ( Rathyatra).

error: Content is protected !!