0
Your Cart
0
Your Cart
3,066

ଜଗନ୍ନାଥଙ୍କର ମୁଖାରବିନ୍ଦ

ଅ’ କାର ନେତ୍ରଦ୍ୱୟଶ୍ଚ, ଉ’ କାର ଅଧର ସ୍ତଥା ମ’ କାର ମୌଳିଦେଶେଚ, ନାଦ-ବିନ୍ଦୁ ପ୍ରକଟିତା ଏଷୋହି ପ୍ରଣବାକିର ପୁରାଣେ ପୁରୁଷୋତ୍ତମ

ଜଗନ୍ନାଥଙ୍କର ମୁଖାରବିନ୍ଦ ଯେ ପ୍ରଣବ ପରି ଓ ଜଗନ୍ନାଥଙ୍କ ଉପାସନା ଯେ ପ୍ରଣବର ଉପାସନା ଏହା ବିନ୍ଦୁ “ମୂର୍ତ୍ତି ତତ୍ତ୍ୱ ପ୍ରଣବ ଉପାସନାର ରହସ୍ୟ” ନାମକ ପ୍ରକାଶିତ ପୁସ୍ତକରେ ଈଂରାଜୀ ଭାଷାରେ ବର୍ଣ୍ନିତ ହୋଇଅଛି ଯେ, ଜଗନ୍ନାଥଙ୍କ ନେତ୍ର ଯୁଗଳ “ଅ” କାରର ପ୍ରତିକ, ଅଧର “ଉ” କାର ପ୍ରତୀକ ଶିରୋଭାଗ “ମ” କାର ପ୍ରତିକ ଯେଉଁଥିରେ ନାଦ-ବିନ୍ଦୁ ପ୍ରକାଶିତ ହୋଇଅଛି |

error: Content is protected !!