0
Your Cart
0
Your Cart

ଚଳନ୍ତି ପ୍ରତିମା ବିଜେ ଓ ପନ୍ତୀ ଭୋଗ

ଚଳନ୍ତି ପ୍ରତିମାମାନେ ବିଜେ କରିବା ସମୟରେ ପୁରୀର ସ୍ଥାନୀୟ ଅଧିବାସୀ ବୈଷ୍ଣବ ସମ୍ପ୍ରଦାୟର ଅଧିକାରୀ, ମହନ୍ତ ଓ ଅନେକ ଭକ୍ତ ପାରମ୍ପରିକ ଚନ୍ଦନ ସଂଗୀତ ଗାନ ପରେ ପଦବ୍ରଜରେ ବିମାନର ଆଗେ ଆଗେ ଚାଲିଥାନ୍ତି । ସିଂହଦ୍ବାର ଠାରୁ ନରେନ୍ଦ୍ର ସରୋବର […]

ଉତ୍କଳୀୟ ଚିତ୍ରକଳାରେ କପିମୁଖ ନନ୍ଦୀ

Author: Kumar Aurojyoti ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଗଣ ହେଉଛନ୍ତି ତାଙ୍କର ବାହନ ନନ୍ଦୀ। ଯେଉଁଠାରେ ଶିବ ମନ୍ଦିରଟିଏ ଥିବ, ତାହା ସମ୍ମୁଖରେ ବୃଷଭ ରୂପୀ ନନ୍ଦୀଙ୍କ ମୂର୍ତିଟିଏ ନିଶ୍ଚୟ ଥିବ। ତେବେ କିଏ ଏହି ନନ୍ଦୀ ଓ କିପରି […]

ଶ୍ରୀମନ୍ଦିରରେ ପହିଲି ଭୋଗ – ଧନୁ ସଂକ୍ରାନ୍ତି

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ଵାପର ଯୁଗରେ ମା’ ଯଶୋଦାଙ୍କ ପୁତ୍ର ବାତ୍ସଲ୍ୟ ତଥା ପୁତ୍ର ସ୍ନେହର ପ୍ରମାଣ ସ୍ୱରୂପ ରକ୍ମିଣୀ (ଲକ୍ଷ୍ମୀ) ପିତୃ ଗୃହକୁ ଗମନ ହେତୁ ମାତାଙ୍କର ପୁତ୍ର ସେବା ରୂପକ ‘ପହିଲି ଭୋଗ’ର ସୃଷ୍ଟି ହୋଇଛି । ଜନଶ୍ରୁତି ଅନୁଯାୟୀ, ଏହି କେତେଦିନ ଲକ୍ଷ୍ମୀ ତାଙ୍କ ସ୍ଥାନରୁ ଅନ୍ତର ହୋଇଯାଆନ୍ତି । ଲୋକ ବିଶ୍ୱାସରେ ଏହି ଧନୁ ମାସଟି ଲକ୍ଷ୍ମୀ ତାଙ୍କ ବାପ ଘରେ କାଟନ୍ତି । ପୌଷ ମାସରେ ବୋହୁ ବାପ ଘରକୁ ଯିବାର ଚଳଣି ଓଡ଼ିଶାର ଏକ ପରମ୍ପରା । । ଏହି ପହିଲି ଭୋଗରେ ବିରି ଓ ଗହମ ଚୂନାରେ ଘୃତ ପାଗ ହୋଇ ବହୁବିଧ ସ୍ବତନ୍ତ୍ର ପିଠା କରି, ମା’ ଯଶୋଦା ପୁଅ ଶ୍ରୀକୃଷ୍ଣଙ୍କୁ ଖୁଆଇଥିଲେ ।

ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା

ମାର୍ଗଶିର ଶୁକ୍ଲ ପଞ୍ଚମୀ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ଶ୍ରୀକ୍ଷେତ୍ର ପରିକ୍ରମା ତଥା ପଞ୍ଚତୀର୍ଥ ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛି । ମହାକାର୍ତିକମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର – ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ […]

~ ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ ~

ହିନ୍ଦୁ ମାନଙ୍କର ‘ଶ୍ରୀମଦ୍ଭଗବଦ୍ଗୀତା’, ମୁସଲମାନ ମାନଙ୍କର ‘କୁରଆନ’ ଓ ଖ୍ରୀଷ୍ଟିଆନ ମାନଙ୍କର ‘ବାଇବଲ’ ପରି ଶିଖ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ ହେଉଛି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ । ଏହାଙ୍କୁ ଶିଖ ଧର୍ମରେ ଅନ୍ତିମ, ସାର୍ବଭୌମ ତଥା ସନାତନ ଗୁରୁଙ୍କର ମର୍ଯ୍ୟାଦା […]

ଦେବୀ ନାରସିଂହୀ

ମା ନାରସିଂହୀ ଦେବୀଙ୍କ ଏକ ଅବତାର, ଯାହା ବିଷ୍ଣୁଙ୍କ ଅବତାର ନରସିଂହ ପରି ଦେଖାଯାନ୍ତି । ମା ନାରସିଂହୀ ମାଙ୍କର ଷୋଡସ ମାତୃକା ଅବତାରର ଏକ ଅଶଂ ରୁପେ ଗ୍ରହଣ କରାଯାଇଛି । ମାଙ୍କ ନାରସିଂହୀ ଅବତାର ଗ୍ରହଣ ବେଷ୍ଣବ, ଶୈବ […]

ଇନ୍ଦ୍ରଦ୍ୟୁମ୍ନଙ୍କ ମୁଖରେ ଶ୍ରୀଜଗନ୍ନାଥ ସ୍ତବ – ନୀଳାଚଳ

ଯଥା ମୋର ହିଆତଥା ଏ ତୋ କାୟାତହୁଁ ଅଧିକ ମଣିବି,କାଳେ କାଳେ ତୋର ସେବାରେମୋହର ଜୀବନକାଳ କାଟିବି ।ଅନ୍ତେ ତୋର ପାଦେଖଟୁଥିବି ହାଦେ,ନ ଈଛଈଁ ମୁଁ ମୁକତି,ମାଗେ ତବ ପାଦେ,ବିଶ୍ବବାସି-ହୃଦେ ଜାଗୁ ତୋ ପ୍ରେମ ଭକତି କ୍ରମଶଃ

error: Content is protected !!