0
Your Cart
0
Your Cart

୧୯୦୫ ମସିହାରେ ଶ୍ରୀମନ୍ଦିରରେ ରଘୁନାଥ ବେଶ

“ରଘୁନାଥ ବେଶ” ୧୯୦୫ ମସିହାରେ ଶ୍ରୀମନ୍ଦିରରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା । ସେହି ସମୟର *ଉତ୍କଳ ଦୀପିକା*ରେ ଏହି ବେଶ ଉପରେ ମନ୍ତବ୍ୟ ପ୍ରକାଶ ପାଇଥିଲା ।—“୧୯୦୫ ମସିହା ଅପ୍ରେଲ ୨୬ ତାରିଖ ଗୁରୁବାର ନବମୀ ତିଥିରେ ଶ୍ରୀମନ୍ଦିରରେ […]

ଓଡିଆ ଗଦ୍ୟସାହିତ୍ୟର ଅମୁଲ୍ୟ କୃତି – ମାଦଳା ପାଞ୍ଜି

ଓଡ଼ିଆ ପଦ୍ୟସାହିତ୍ୟ ତା’ର ସୁବର୍ଣ ଯୁଗରେ ଉପନୀତ ହେଲାବେଳକୁ ଗଦ୍ୟ କିନ୍ତୁ ଥିଲା ସେ ବୁଳନାରେ ଅବହେଳିତ । ତଥାପି ହାତଗଣତି କେତୋଟି ଗଦ୍ୟକୃତିକୁ ନେଇ ଅଗ୍ରଗତି କରିଥିଲା ଓଡ଼ିଆ ସାହିତ୍ୟ । ଯଦ୍ୟପି ସୋମନାଥ ବ୍ରତ କଥା, ଶିବ ବାସଙ୍କ […]

ସାକ୍ଷୀ ଗୋପାଳ ର ଶ୍ରୀରାଧା : ଅଂଳା ନବମୀ

ବ୍ରଜଭୁମି ଉତ୍ତରପ୍ରଦେଶର ଏକ ସାସ୍କୃତିକ ସ୍ଥାନ, ଅବଶ୍ୟ ରାଜନୈତିକ ଭାବେ ସ୍ଥାନ ନିରୂପିତ ହୋଇପାରିନାହିଁ । ଏହି ସ୍ଥାନ ମଥୁରା , ଜଳେଶର,ଆଗ୍ରା,ଆଲିଗଢ ରୁ ଇଟାହା, ଅଉରିୟା ଏବଂ ଫାରୁଖାବାଦ ପର୍ଯ୍ୟନ୍ତ ବିସ୍ତୃତ । ବିଶ୍ବାସ କରାଯାଏ ଶ୍ରୀକୃଷ୍ଣଙ୍କ ସବୁ ବାଲ୍ୟଲିଳା […]

ବାଳଧୂପର ମହିମା ଓ ବାଳଧୂପ ବୋଲି

ବାଳ ଅପ୍ରାଧ ଯୋଗୁ ଶ୍ରୀଜଗନ୍ନାଥଙ୍କଠାରେ ବାଳଧୂପ ପାଳିତ ହୁଏ । ପ୍ରତାପରୁଦ୍ର ଦେବଙ୍କ -ସମୟର ଏକ ଘଟଣା ରାଜା ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ଆଶ୍ୱିନ ମାସ ଅଷ୍ଟମୀ ଦିନ ରାଜାଙ୍କର ଅଙ୍ଗ ଅଳସ ଯୋଗୁଁ ଶ୍ରୀମନ୍ଦିରକୁ ଚାରିଦିନ ଯାଇପାରିଲେ ନାହିଁ। […]

ପ୍ରପନ୍ନ-ପାବନ ଓ ପତିତ-ପାବନ

ଭାରତର ବୈଷ୍ଣବ ପରମ୍ପରାରେ ଦୁଇଜଣ କବୀରଦାସ ଥିଲେ ଜଣେ ଥଲେ ଦକ୍ଷିଣଭାରତର, ଯେ କି ଶ୍ରୀରାମାନୁକ ଆଚାର୍ଯ୍ୟଙ୍କ ସମୟର (ଅନ୍ୟତ୍ର । କୁବେର ଶବ୍ଦ ବି ଅଛି) । ସେ ଶ୍ରୀବୈଷ୍ଣବ ପରମ୍ପରାରେ ବିଶ୍ୱାସ ରଖୁଥୁଲେ । ଆଉ କଣେ କବୀର […]

error: Content is protected !!