0
Your Cart
0
Your Cart

ହରିଙ୍କ ମନ୍ଦିରରେ ହରିସହଦେବ

ବ୍ରହ୍ମଗିରିର ସୁନାମୁହିଁ ଠାରୁ ଦକ୍ଷିଣ ଦିଗକୁ ରହିଛି ଏକ ପ୍ରସିଦ୍ଧ ଶିବ ପୀଠ । ଏଇ ପୀଠରେ ଶ୍ରୀହରିସହଦେବ ଉପାସିତ ହେଉଛନ୍ତି । ବହୁ ପ୍ରାଚୀନ ସମୟରୁ ପାଣ୍ଡବ । ପାଞ୍ଚଭାଇ ଶିବ ରୁପେ ବ୍ରହ୍ମଗିରି ଅଞ୍ଚଳରେ ପୂଜା ପାଉଛନ୍ତି । […]

ମାଘର ଆରାଧ୍ଧ୍ୟ ଦେବତା ମାଧବ

ମାଘମାସ ପୂଣ୍ୟମାସ ଭାବେ ପରିଚିତ । ଏହି ମାସର ଆରାଧ୍ୟ ଦେବତା ମାଧବ । ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନେକ ନିତିକାନ୍ତି ମାଘ ମାସରେ ହେବାର ବିଧି ରହିଛି । ଶ୍ରୀ ଜୀଉଙ୍କୁ ଆକର୍ଷଣୀୟ ପଦ୍ମବେଶ ସମେତ ଗଜଉଦ୍ଧାରଣ ବେଶ କରାଯାଏ […]

ଗଜପତିଙ୍କ ଦରବାରରୁ ‘ମହାମହୋପାଧାୟ’ ପଦବୀ

ଗଜପତିଙ୍କ ପରମ୍ପରାରେ ସୁନିଆଁ ମହୋତ୍ସବ କାଳରେ ‘ମହାମହୋପାଧାୟ ପଦବୀ’ ପ୍ରଚଳନ ହୋଇଥୁଲା । ପରବର୍ତ୍ତୀ ସମୟରେ । ଏହି ପଦବୀ ଏକ ସର୍ବଭାରତୀୟ ପଦବୀରେ ପରିଣତ ହୋଇଥିଲା । ୧୭୪୧ ମସିହା ପୂର୍ବରୁ ଭାରତର କୌଣସି ରାଜ ଦରବାରରେ ଏହି ପଦବୀ […]

ଶ୍ରୀମନ୍ଦିରରେ ପତିତପାବନ ଚେତନା

ମହାପ୍ରଭୁ ଏକକ ଭାବରେ ଉପାସିତ ହେବାର ପରମ୍ପରା ଅନେକ ପ୍ରାଚୀନ । ଏକକ ଭାବରେ ଶ୍ରୀପତିତପାବନ, ଶ୍ରୀଦଧି ବାମନ ଓ ଶ୍ରୀଭାଗବତ (ଗୋସେଇଁ , । ସ୍ଵାମୀ) ଏଇ ତିନୋଟି ନାମରେ ଉପାସିତ ହେବାର ବିଶେଷ ଭାବରେ ଓଡ଼ିଶାରେ ଦେଖାଯାଉଛି । […]

ମହୋଦଧିର ଚାରିଘାଟ

ମହୋଦଧିର ଚାରିଘାଟ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିବାକୁ ହେଲେ ପ୍ରାଚୀନକାଳରେ ଚାରିଘାଟ ଦେଇ ଆସିବାକୁ ହେଉଥିଲା । କୋଣାର୍କ-ପୁରୀ ରାସ୍ତାରେ ଥିବା ବାଲିଘାଟକୁ ଛାଡ଼ି ଅନ୍ୟ ତିନି ଘାଟ ମଙ୍ଗଳାଘାଟ, ଅଠରନଳାଘାଟ ଓ ଲୋକନାଥ ଘାଟ । ପ୍ରବେଶ କରିବାକୁ ହେଲେ ନାହା […]

ଜଗନ୍ନାଥପୁରୀ ଓ ଅବନ୍ତୀପୁରୀ

ଜଗନ୍ନାଥପୁରୀ କହିଲେ ଶ୍ରୀଜଗନ୍ନାଥଧାମ, ନୀଳାଚଳ ଓ ନୀଳାଦ୍ରି ପ୍ରଭୃତି । ୪୬ଟି ନାମରେ ପରିଚିତ ଥିବା ଓଡ଼ିଶାର ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ବୁଝାଯାଏ । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରସଙ୍ଗକୁ ନେଇ ଅବନ୍ତୀପୁରୀ ଖୁବ୍ ନିକଟତ୍ତର ହୋଇଛି ଜଗନ୍ନାଥପୁରୀ ସହିତ ।  ବାସ୍ତବରେ […]

ବାଲିଗାଁର ଭକ୍ତ ଦାସିଆ ବାଉରି

ପୁରୀ ଜିଲ୍ଲାର ସାତସଙ୍ଖ ନିକଟବର୍ତ୍ତୀ ତେଇଶିପୁର ମୈାଜାର ରତ୍ନଚିରା ନଦୀ କୂଳରେ ପଲ୍ଲୀର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁ। ଭୁବନେଶ୍ଵର-ପୁରୀ ନଂ-୨୦୩ ଜାତୀୟ ରାଜପଥର ନିର୍ମଳାଛକରୁ କିମ୍ବା ଡେଲାଙ୍ଗ ଓ ଜେନାପୁର ରେଳଷ୍ଟେସନଠାରୁ ଏହି ଗାଁକୁ ରାସ୍ତା ରହିଛି। ରାସ୍ତାର […]

error: Content is protected !!