0
Your Cart
0
Your Cart

ଶ୍ରୀବଳଭଦ୍ର ନାମ ବିଶେଷତ୍ବ

ନମସ୍ତେ ବାସୁଦେବାୟନମଃ ସଂକର୍ଷଣାୟଚପ୍ରଦ୍ୟୁମ୍ନାୠଦ୍ଧାୟ ସାତ୍ବତାଂ ପତୟେ ନମଃ ।( ଭାଗବତ – ୧୦/୪୦/୨୧ ) ଆଜି ବଡଠାକୁର ଶ୍ରୀବଳଭଦ୍ରଙ୍କର ଆର୍ବିଭାବ ଦିବସ ( ଶ୍ରାବଣ ପୁର୍ଣିମା ) , ଆସନ୍ତୁ ଜାଣିବା ଶ୍ରୀବଳଭଦ୍ରଙ୍କର ନାମ ସମୁହ ବିଷୟରେ ଏହିପରି କିଛି, ଶ୍ରୀଜଗନ୍ନାଥ […]

ଆଦି ଶଙ୍କର

ବୈଶାଖ ଶୁକ୍ଳ ପକ୍ଷ ପଞ୍ଚମୀ, ଆଦି ଶଙ୍କରଙ୍କ ଜନ୍ମ ତିଥି। ଶଙ୍କରାଚାର୍ଯ୍ୟଙ୍କୁ ଶିବଙ୍କ ଅବତାର ଭାବେ ଗ୍ରହଣ କରାଯାଇଛି। ତାଙ୍କର ଜନ୍ମ ପ୍ରାୟ ବାର ଶହ ବର୍ଷ ତଳର ଘଟନା। ୭୮୮ ଖ୍ରୀଷ୍ଟାବ୍ଦରେ, କାଲଡ଼ୀରେ ଏକ ନୈଷ୍ଠିକ ନ˚ବୂଦରୀ ବ୍ରାହ୍ମଣ ପରିବାରରେ […]

ସୂର୍ଯ୍ୟପରାଗ*
ଆସନ୍ତା ୨୬. ୧୨. ୨୦୧୯ ରିଖ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟା

*ସୂର୍ଯ୍ୟପରାଗ* ଆସନ୍ତା ୨୬. ୧୨. ୨୦୧୯ ରିଖ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ ଭାରତରେ ଦୃଶ୍ୟମାନ ହେବ ଏହି ପରାଗ କାଳର ଅବଧି (ଘ୦୩/୦୯ମି)ତିନିଘଣ୍ଟା ନଅ

error: Content is protected !!