ଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ

photo news

PAGE VIEWS: 269

 


ଆପଣ ଜାଣି ଖୁସି ହେବେ ଯେ, ଶ୍ରୀକ୍ଷେତ୍ର ପୁରୀରେ ‘ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ ବିଗତ ଦେଢ଼ବର୍ଷ ବ୍ୟାପି ନିରାଶ୍ରିତ ଗୋ-ବଂଶର ରକ୍ଷା ଏବଂ ଚିକିତ୍ସା ଦିଗରେ କାମ କରି ଆସୁଅଛି । ଏହି ଅନୁଷ୍ଠାନରେ ଅସୁସ୍ଥ ଗୋ-ବଂଶକୁ ଏଲୋପାଥିକ, ହୋମିଓପାଥିକ୍, ଆୟୁର୍ବେଦିକ ଉପାୟ ଏବଂ ଫିଜିଓଥେରାପି ମାଧ୍ୟମରେ ଚିକିତ୍ସା କରାଯାଉଥିବାରୁ ଏହା ଏକ ଗବେଷଣା କେନ୍ଦ୍ର ହୋଇଯାଇଛି ଏବଂ ଗତ ଗୋଷ୍ଠାଷ୍ଟମୀ ଦିନ ଠାରୁ ଏହି ସଂସ୍ଥାରେ ସକ୍ରିୟ ଭାବରେ କାର୍ଯ୍ୟରତ ଥିବା ଏକ ଆମ୍ବୁଲାନ୍ତି, ଦୁଇଟି ମୋଟର-ସାଇକେଲ ଆମ୍ବୁଲାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗୋ-ବଂଶକୁ ଆଶୁ ଚିକିତ୍ସା ଦେବା ସହ ସେବା ପ୍ରଦାନ କରିଆସୁଛି । । ମୃତ ଗୋ-ବଂଶ ସଂସ୍କାର ଅସୁବିଧାକୁ ଦୃଷ୍ଟିରେ ରଖ୍ ଆସନ୍ତା ତା.୧୦.୦୨.୨୦୧୯ ରିଖ (ରବିବାର) ଠାରୁ ଏକ ‘ ଗୋ-ବଂଶ ସ୍ବର୍ଗ ରଥ’ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ସ୍ଥାନରେ ଘଟୁଥିବା ଗୋ-ବଂଶଙ୍କ ଅନ୍ତିମ ସଂସ୍କାର ଦିଗରେ ପଦକ୍ଷେପ ନେବ । ସେହିପରି ଉକ୍ତ ଦିନ ଏହି ମଠ ପରିସରରେ ଏକ ଗୋମାତା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଭୋର ୫ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବା ସହ ସନ୍ଧ୍ୟା ୫ ଘଟିକା ସମୟରେ ଗୋ-ଆଳତୀ କାର୍ଯ୍ୟକ୍ରମ ରଖାଯାଇଛି ।


flag Lord Jagannath


Festival in Puri

UPCOMING FESTIVAL



Weather Puri  am18-04-2019
Temperature:29°C
Sunny
Wind: 9.32km/h
South West
Humidity: 74%



    LOOKING AHEAD Puri Weather
  • 19-04-2019 [ Fri]
    Mostly Sunny
    High:28°C Low:28°C
  • 20-04-2019[ Sat]
    Thunderstorms
    High:28°C Low:26°C
  • 21-04-2019[ Sun]
    Thunderstorms
    High:28°C Low:26°C
  • 22-04-2019[ Mon]
    Sunny
    High:29°C Low:28°C

Dayana Leaves & ritual of Jagannath Temple https://t.co/bdHnmyJz88 via #festivals #damnakjatra
Character Naka Kana Of Sahi Jatra https://t.co/abJxJOvp3r via #sahijatra #kharadhusana #sahijatra
Character Naka Kana Of Sahi Jatra https://t.co/y6Jvkcr41Z https://t.co/y6Jvkcr41Z