ଆପଣ ଜାଣି ଖୁସି ହେବେ ଯେ, ଶ୍ରୀକ୍ଷେତ୍ର ପୁରୀରେ ‘ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ ବିଗତ ଦେଢ଼ବର୍ଷ ବ୍ୟାପି ନିରାଶ୍ରିତ ଗୋ-ବଂଶର ରକ୍ଷା ଏବଂ ଚିକିତ୍ସା ଦିଗରେ କାମ କରି ଆସୁଅଛି । ଏହି ଅନୁଷ୍ଠାନରେ ଅସୁସ୍ଥ ଗୋ-ବଂଶକୁ ଏଲୋପାଥିକ, ହୋମିଓପାଥିକ୍, ଆୟୁର୍ବେଦିକ ଉପାୟ ଏବଂ ଫିଜିଓଥେରାପି ମାଧ୍ୟମରେ ଚିକିତ୍ସା କରାଯାଉଥିବାରୁ ଏହା ଏକ ଗବେଷଣା କେନ୍ଦ୍ର ହୋଇଯାଇଛି ଏବଂ ଗତ ଗୋଷ୍ଠାଷ୍ଟମୀ ଦିନ ଠାରୁ ଏହି ସଂସ୍ଥାରେ ସକ୍ରିୟ ଭାବରେ କାର୍ଯ୍ୟରତ ଥିବା…