Quotes GoMahamtya

quotes

PAGE VIEWS: 2,553

 

“ଗୋମାତା । ତୁମେ କୃଶ ଶରିରଯୁକ୍ତ ବ୍ୟକ୍ତିକୁ ହୃଷ୍ଟପୃଷ୍ଟ କରିଦିଅ। ମ୍ଲାନ ବ୍ୟକ୍ତିକୁ ସୌମ୍ୟ କର । ଚରିବାକୁ ତୁମକୁ ସୁନ୍ଦର ଚାରା ମିଳିଯାଉ । ସୁନ୍ଦରା ଜଳାଶୟରେ ବିଶୁଦ୍ଦ ପାଣି ପିଇବାକୁ ମିଳିଯାଉ । ତୁମେ ଦୁଷ୍ଟ ତଥା ହିଂସ୍ରକ ପ୍ରାଣୀଙ୍କ ଘେ୍ରରେ ନ’ପଡ । ରୁଦ୍ରଦେବଙ୍କ ଶସ୍ତ୍ର ତୁମକୁ ଚତୁର୍ଦିଗରୁ ସୁରକ୍ଷା ପ୍ରଦାନ କରୁ । ”

ଗାଇ ସର୍ବଦା ଐଶ୍ୱର୍ଯ୍ୟ ଓ ଭୁତିର ମୂଳ । ଗାଇ ଦୁହିଂଲା ପରେ ଅମୃତ ଦେଇଥାଏ । ଅମୃତର ଆଧାରଭୁତା । ସାରା ସଂସାର ତା ନିକଟରେ ନତମସ୍ତକ । ସେ ମହାନ ତେଜରାଶି ତଥା ସମସ୍ତ ପ୍ରାଣୀଙ୍କର ସୁଖଦ୍ରାତ୍ରୀ ଅଟେ ।
-ମହାଭାରତ ( ଅନୁଶାସନ )

ଗାଇ ସର୍ବଦା ମୋତେ ଅବଲୋକନ କରିଥାଉ । ମୁଁ ଗାଇକୁ ସର୍ବଦା ଦେଖୁଥାଏ । ଯେତେ ଗୋରୁ ଅଛନ୍ତି ସେ ସବୁ ଆମର ହୋଇଯାଉ ଓ ଅାମେ ଗୋ ସଂପର୍କିତ ହୋଇଯାଉ । ମୋ ଆଗରେ, ମୋ ପଛରେ, ମୋ ଚାରିପାଖରେ ଗୋରୁ ରହିଥାନ୍ତୁ । ଗାଇଙ୍କ ଗୋଠରେ ମୁଂ ସର୍ବଦା ରହିଥାଏ । – ବୈଦିକ ସସ୍କୃତି

ଗାଇ ସମସ୍ତ ପ୍ରାଣୀଙ୍କ ଆଧାର ଅଟେ । ଗାଇ ହିଁ ଭୁତ ଏବଂ ଭବିଷ୍ୟତ ଅଟେ । ଗାଇ ହିଁ ସର୍ବଦା ପୁଷ୍ଟି ସ୍ଥିତି କାରଣ ତଥା ଲକ୍ଷ୍ମୀ ପ୍ରାପ୍ତିର ମୂଳାଧାର ଅଟେ । ଗାଇକୁ ଯାହା କିଛି ଦିଆଯାଏ ତା’ର ପୁଣ୍ୟପଂଳ ନି୍ରର୍ଥକ ହୁଏ ନାହିଂ । – ଉପନିଷଦ



Weather Puri  Sun, 23 Jul 2017 09:30 AM IST
Temperature:29°C
Breezy
Wind: 29km/h South West
Humidity: 83%



    LOOKING AHEAD Puri Weather
  • 24 Jul 2017
    Thunderstorms
    High:29°C Low:28°C
  • 25 Jul 2017
    Breezy
    High:29°C Low:29°C
  • 26 Jul 2017
    Cloudy
    High:29°C Low:29°C
  • 27 Jul 2017
    Mostly Cloudy
    High:29°C Low:28°C

Puri, India Sunday, 23 J..

Puri, India Sunday, 23 July 2017 Sunrise : 05:57 AM Sunset : 07:09 PM Tithi in Hindu calendar on Puri,... https://t.co/0pqn0fXcD2

Puri, India Saturday, 22..

Puri, India Saturday, 22 July 2017 Sunrise : 05:56 AM Sunset : 07:09 PM Tithi in Hindu calendar on Puri,... https://t.co/98h3svJU4b

KANAPATA MAHAVIR story b..

KANAPATA MAHAVIR story behind the name of Lord Hanuman https://t.co/tKTmtsM1bI sound of the Sea never listen inside the temple.

Puri, India Friday, 21 J..

Puri, India Friday, 21 July 2017 Sunrise : 05:56 AM Sunset : 06:09 PM Tithi in Hindu calendar on Puri, India... https://t.co/w3JifSQdJc