0
Your Cart
0
Your Cart
5,323

Quotes Gou Mahamtya

Quotes Gou Mahamtya

“ଗୋମାତା । ତୁମେ କୃଶ ଶରିରଯୁକ୍ତ ବ୍ୟକ୍ତିକୁ ହୃଷ୍ଟପୃଷ୍ଟ କରିଦିଅ। ମ୍ଲାନ ବ୍ୟକ୍ତିକୁ ସୌମ୍ୟ କର । ଚରିବାକୁ ତୁମକୁ ସୁନ୍ଦର ଚାରା ମିଳିଯାଉ । ସୁନ୍ଦରା ଜଳାଶୟରେ ବିଶୁଦ୍ଦ ପାଣି ପିଇବାକୁ ମିଳିଯାଉ । ତୁମେ ଦୁଷ୍ଟ ତଥା ହିଂସ୍ରକ ପ୍ରାଣୀଙ୍କ ଘେ୍ରରେ ନ’ପଡ । ରୁଦ୍ରଦେବଙ୍କ ଶସ୍ତ୍ର ତୁମକୁ ଚତୁର୍ଦିଗରୁ ସୁରକ୍ଷା ପ୍ରଦାନ କରୁ । ”

ଗାଇ ସର୍ବଦା ଐଶ୍ୱର୍ଯ୍ୟ ଓ ଭୁତିର ମୂଳ । ଗାଇ ଦୁହିଂଲା ପରେ ଅମୃତ ଦେଇଥାଏ । ଅମୃତର ଆଧାରଭୁତା । ସାରା ସଂସାର ତା ନିକଟରେ ନତମସ୍ତକ । ସେ ମହାନ ତେଜରାଶି ତଥା ସମସ୍ତ ପ୍ରାଣୀଙ୍କର ସୁଖଦ୍ରାତ୍ରୀ ଅଟେ ।
-ମହାଭାରତ ( ଅନୁଶାସନ )

ଗାଇ ସର୍ବଦା ମୋତେ ଅବଲୋକନ କରିଥାଉ । ମୁଁ ଗାଇକୁ ସର୍ବଦା ଦେଖୁଥାଏ । ଯେତେ ଗୋରୁ ଅଛନ୍ତି ସେ ସବୁ ଆମର ହୋଇଯାଉ ଓ ଅାମେ ଗୋ ସଂପର୍କିତ ହୋଇଯାଉ । ମୋ ଆଗରେ, ମୋ ପଛରେ, ମୋ ଚାରିପାଖରେ ଗୋରୁ ରହିଥାନ୍ତୁ । ଗାଇଙ୍କ ଗୋଠରେ ମୁଂ ସର୍ବଦା ରହିଥାଏ । – ବୈଦିକ ସସ୍କୃତି

ଗାଇ ସମସ୍ତ ପ୍ରାଣୀଙ୍କ ଆଧାର ଅଟେ । ଗାଇ ହିଁ ଭୁତ ଏବଂ ଭବିଷ୍ୟତ ଅଟେ । ଗାଇ ହିଁ ସର୍ବଦା ପୁଷ୍ଟି ସ୍ଥିତି କାରଣ ତଥା ଲକ୍ଷ୍ମୀ ପ୍ରାପ୍ତିର ମୂଳାଧାର ଅଟେ । ଗାଇକୁ ଯାହା କିଛି ଦିଆଯାଏ ତା’ର ପୁଣ୍ୟପଂଳ ନି୍ରର୍ଥକ ହୁଏ ନାହିଂ । – ଉପନିଷଦ

error: Content is protected !!