0
Your Cart
0
Your Cart

ଦେବଦଳନ ରଥରେ କାତ୍ୟାୟନୀ

“ଉଡ୍ରପୀଠଂ ପଶ୍ଚିମେତୁତଥୈ ବୋଡ୍ରେଶ୍ଵରୀ ଶିବାମ୍କାତ୍ୟାୟନୀଂ ଜଗନ୍ନାଥମୋଡ୍ରେଶଂ ଚ ପ୍ରପୂଜୟେତ୍। “(କାଳିକା ପୁରାଣ) ଅର୍ଥାତ୍ ଭାରତବର୍ଷର ଚାରି ଦିଗରେ ଥିବା ଚାରି ମୁଖ୍ୟ ଶକ୍ତିପୀଠମାନଙ୍କ ମଧ୍ୟରୁ ଉଡ୍ର ଦେଶ ଅନ୍ୟତମ। ଏଠାରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ନାମରେ ପୂଜା କରାଯାଏ। ବାମନ ପୁରାଣରେ […]

ବିଦାରଣ ନୃସିଂହ – ଶ୍ରୀଜଗନ୍ନାଥଙ୍କ ରଥରେ ଦେବମୂର୍ତ୍ତି ପାର୍ଶ୍ଵଦେବତା

ନମଇଁ ନୃସିଂହ ଚରଣଅନାଦି ପରମ କାରଣଯା ବିନୁ ଆଦି ମଧ୍ୟ ଅନ ବିଚାରେ ନ ଘଟେ ଜଗତ (ଭା, ୧/୧) ସ୍କନ୍ଦପୁରାଣର ବର୍ଣ୍ଣନା ଅନୁସାରେ ସ୍ଵାତା ନକ୍ଷତ୍ର ସଂଯୁକ୍ତ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ କାଷ୍ଠସ୍ତମ୍ଭ ମଧ୍ୟରୁ ଅବିର୍ଭୁତ ହୋଇଥିଲେ। […]

ଶେଷ ନୃସିଂହ – ଶ୍ରୀବଳଦେବଙ୍କ ରଥରେ ଦେବମୂର୍ତ୍ତି ପାର୍ଶ୍ଵଦେବତା

ନୃସିଂହ  ଶ୍ରୀବିଷ୍ଣୁଙ୍କର ଏକ ବିଶେଷ ଅବତାର । ରାକ୍ଷସ ହିରଣ୍ୟକଶିପୁ ନିଧନ କରିବା ନିମିତ୍ତ ସ୍ତମ୍ଭ ମଧ୍ଯରୁ ଆବିର୍ଭୁତ ହୋଇଥିଲେ । ଅର୍ଦ୍ଧମନୁଷ୍ୟ ଓ ଅର୍ଦ୍ଧ ସିଂହମୂର୍ତି ହୋଇ ସେ ନିଜର ତୀକ୍ଷ୍ଣ ନଖ ଦ୍ବାରା ହିରଣ୍ୟକଶିପୁ ଶରୀର ବିଦାରଣ କରିଥିଲେ […]

ମା ବିମଳା

ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ। ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା। ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର […]

error: Content is protected !!