ପାର୍ଶ୍ୱ ଦେବଦେବି କିଏ କେଉଁ ରଥରେ ??

rathayatra

PAGE VIEWS: 987

 


ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାର୍ଶ୍ଵରେ ହରିହର,ପଣ୍ଡୁ ନୃସିଂହ,ଗିରି ଗୋବର୍ଦ୍ଧନ,ରାବଣ ଛତ୍ରଭଙ୍ଗ,ଚିନ୍ତାମଣି କୃଷ୍ଣ,ନାରାୟଣ,ମଧୁସୂଦନ,ଲକ୍ଷ୍ମଣ ଓ ପଚଂମୁଖୀ ମହାବୀର ଅଧିଷ୍ଠିତ ହୋଇଥାନ୍ତି।ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ପ୍ରଳମ୍ଭାରି ମହାଦେବ,ବାଇଶଭୁଜ ନୃସିଂହ,ବଳରାମ,ନଟବେ ଗଣେଶ,ଅଙ୍ଗଦ,ନାଟାମ୍ଭର,ଷଢାନନ କାର୍ତ୍ତିକେଶ୍ଵର,ମଧୁକୈଟଭ ଓ ଅନନ୍ତ ବାସୁଦେବ ରୁହନ୍ତି।ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିମଳା,ମଙ୍ଗଳା,ବରାହୀ,ଭଦ୍ରକାଳୀ,ଉମା,କାତ୍ୟାୟନୀ,ହରଚଣ୍ଡୀ,ରାମଚଣ୍ଡୀ ଏବଂ ଅଘୋରୀଙ୍କୁ ରଖାଯିବାର ବିଧି ରହିଛି।


Festival in Puri
UPCOMING FESTIVAL



Weather Puri  
Temperature:-18°C

Wind: km/h
Humidity: %



    LOOKING AHEAD Puri Weather


  • High:-18°C Low:-18°C


  • High:-18°C Low:-18°C


  • High:-18°C Low:-18°C


  • High:-18°C Low:-18°C

Putrada Ekadashi or Pavitra Ekadasi Brata Katha https://t.co/zkBatBqj1e
Chandan Hajuri great patriot, Jagannath devotee & poet - the greate vajan of time. ଚନ୍ଦନ ହଜୁରୀ ଭଜେ ହେ… https://t.co/KbIxcE90se
RT : #BrahmaParivartanFiasco #Odisha https://t.co/JAYkrLTk4N