0
Your Cart
0
Your Cart

ମା ବିମଳା

ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ। ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା। ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର […]

ଦେବୀ ସୁଭଦ୍ରାଙ୍କ ରଥରେ ପାର୍ଶ୍ଵଦେବୀ ଭଦ୍ରକାଳୀ

ମହାକାଳୀଙ୍କର ସୃଜନ କଳାର କଳାତ୍ମକ ରୂପ ହେଉଛନ୍ତି ଭଦ୍ରକାଳୀ। ସେ ସୁଶ୍ରୀ,ସ୍ନିଗ୍ଧା,କିନ୍ତୁ ନଶ୍ଵର ତାର ପ୍ରତୀକ ଭାବରେ ପ୍ରକୃତି ସ୍ଵରୂପିଣୀ। ସେ ହିମାଳୟ କନ୍ୟା ଉମା,ବନବାସିନୀ ବନଦୁର୍ଗା,ଏକାମ୍ରବାସିନୀ,ପାପନାସିନୀ,ଦେବୀଶାକମ୍ବରୀ ଆଦି ଅନେକ ନାମରେ ପରିଚିତା ଅଟନ୍ତି। ବିଷ୍ଣୁଧର୍ମୋତ୍ତର ପୁରାଣରେ ଭଦ୍ରକାଳୀଙ୍କର ବର୍ଣ୍ଣନା ଅଛି। […]

ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ (ହରଚଣ୍ଡୀ)

‘ମାର୍କଣ୍ଡେୟ ପୁରାଣ’ରେ ଦେବୀ ମାହାତ୍ମ୍ୟ ନାମକ ଏକ ବିସ୍ତୃତ ଅଧ୍ୟାୟ ରହିଛି। ଯାହା ଦୁର୍ଗାସପ୍ତସତୀ ନାମରେ ନାମିତ।ଏଥିରେ ସାତଶହ ସ୍ତୋତ୍ର ରହିଥିବାବେଳେ ବହୁବାର ଚଣ୍ଡୀ ଶଦ୍ଦ ଉଚାରଣ ହୋଇଛି। ତାନ୍ତ୍ରିକମାନେ ଏହାକୁ ଏକ ସ୍ଵତନ୍ତ୍ର ଗ୍ରନ୍ଥ ଭାବରେ ଗ୍ରହଣ କରନ୍ତି। କାରଣ […]

error: Content is protected !!