0
Your Cart
0
Your Cart

ଦେବଦଳନ ରଥରେ କାତ୍ୟାୟନୀ

“ଉଡ୍ରପୀଠଂ ପଶ୍ଚିମେତୁତଥୈ ବୋଡ୍ରେଶ୍ଵରୀ ଶିବାମ୍କାତ୍ୟାୟନୀଂ ଜଗନ୍ନାଥମୋଡ୍ରେଶଂ ଚ ପ୍ରପୂଜୟେତ୍। “(କାଳିକା ପୁରାଣ) ଅର୍ଥାତ୍ ଭାରତବର୍ଷର ଚାରି ଦିଗରେ ଥିବା ଚାରି ମୁଖ୍ୟ ଶକ୍ତିପୀଠମାନଙ୍କ ମଧ୍ୟରୁ ଉଡ୍ର ଦେଶ ଅନ୍ୟତମ। ଏଠାରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ନାମରେ ପୂଜା କରାଯାଏ। ବାମନ ପୁରାଣରେ […]

ବିଦାରଣ ନୃସିଂହ – ଶ୍ରୀଜଗନ୍ନାଥଙ୍କ ରଥରେ ଦେବମୂର୍ତ୍ତି ପାର୍ଶ୍ଵଦେବତା

ନମଇଁ ନୃସିଂହ ଚରଣଅନାଦି ପରମ କାରଣଯା ବିନୁ ଆଦି ମଧ୍ୟ ଅନ ବିଚାରେ ନ ଘଟେ ଜଗତ (ଭା, ୧/୧) ସ୍କନ୍ଦପୁରାଣର ବର୍ଣ୍ଣନା ଅନୁସାରେ ସ୍ଵାତା ନକ୍ଷତ୍ର ସଂଯୁକ୍ତ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ କାଷ୍ଠସ୍ତମ୍ଭ ମଧ୍ୟରୁ ଅବିର୍ଭୁତ ହୋଇଥିଲେ। […]

ଶେଷ ନୃସିଂହ – ଶ୍ରୀବଳଦେବଙ୍କ ରଥରେ ଦେବମୂର୍ତ୍ତି ପାର୍ଶ୍ଵଦେବତା

ନୃସିଂହ  ଶ୍ରୀବିଷ୍ଣୁଙ୍କର ଏକ ବିଶେଷ ଅବତାର । ରାକ୍ଷସ ହିରଣ୍ୟକଶିପୁ ନିଧନ କରିବା ନିମିତ୍ତ ସ୍ତମ୍ଭ ମଧ୍ଯରୁ ଆବିର୍ଭୁତ ହୋଇଥିଲେ । ଅର୍ଦ୍ଧମନୁଷ୍ୟ ଓ ଅର୍ଦ୍ଧ ସିଂହମୂର୍ତି ହୋଇ ସେ ନିଜର ତୀକ୍ଷ୍ଣ ନଖ ଦ୍ବାରା ହିରଣ୍ୟକଶିପୁ ଶରୀର ବିଦାରଣ କରିଥିଲେ […]

ମା ବିମଳା

ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ। ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା। ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର […]

ଶେଷଦେବ

ଏହି ମୂର୍ତ୍ତୀଟି ଅନନ୍ତ ଏବଂ ବାସୁଦେବଙ୍କର ଏକ ସଂଯୁକ୍ତ ମୂର୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଯାହଙ୍କ ସହାୟତରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ । କୈଳାସ […]

ନନ୍ଦିଘୋଷରେ ଗୋବର୍ଦ୍ଧନଧାରି ଶ୍ରୀକୃଷ୍ଣ

ଗୋବର୍ଦ୍ଧନଧାରି ଶ୍ରୀକୃଷ୍ଣଙ୍କର ଏହା ଏକ ମନମୋହନ ପ୍ରତିକୃତି । ତ୍ରିଭଙ୍ଗୀ ଛନ୍ଦରେ ଶ୍ରୀକୃଷ୍ଣ ଦଣ୍ଡାୟମାନ । ଲଗୁଡ଼ ହସ୍ତରେ ଦୁଇପାଖରେ ଦୁଇ ଗୋପ , ବାଳକ ଦଣ୍ଡାୟମାନ । ବାମହସ୍ତର କାଣି ଆଙ୍ଗୁଠିରେ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିବା ବେଳେ […]

ଦେବୀ ସୁଭଦ୍ରାଙ୍କ ରଥରେ ପାର୍ଶ୍ଵଦେବୀ ଭଦ୍ରକାଳୀ

ମହାକାଳୀଙ୍କର ସୃଜନ କଳାର କଳାତ୍ମକ ରୂପ ହେଉଛନ୍ତି ଭଦ୍ରକାଳୀ। ସେ ସୁଶ୍ରୀ,ସ୍ନିଗ୍ଧା,କିନ୍ତୁ ନଶ୍ଵର ତାର ପ୍ରତୀକ ଭାବରେ ପ୍ରକୃତି ସ୍ଵରୂପିଣୀ। ସେ ହିମାଳୟ କନ୍ୟା ଉମା,ବନବାସିନୀ ବନଦୁର୍ଗା,ଏକାମ୍ରବାସିନୀ,ପାପନାସିନୀ,ଦେବୀଶାକମ୍ବରୀ ଆଦି ଅନେକ ନାମରେ ପରିଚିତା ଅଟନ୍ତି। ବିଷ୍ଣୁଧର୍ମୋତ୍ତର ପୁରାଣରେ ଭଦ୍ରକାଳୀଙ୍କର ବର୍ଣ୍ଣନା ଅଛି। […]

ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ (ହରଚଣ୍ଡୀ)

‘ମାର୍କଣ୍ଡେୟ ପୁରାଣ’ରେ ଦେବୀ ମାହାତ୍ମ୍ୟ ନାମକ ଏକ ବିସ୍ତୃତ ଅଧ୍ୟାୟ ରହିଛି। ଯାହା ଦୁର୍ଗାସପ୍ତସତୀ ନାମରେ ନାମିତ।ଏଥିରେ ସାତଶହ ସ୍ତୋତ୍ର ରହିଥିବାବେଳେ ବହୁବାର ଚଣ୍ଡୀ ଶଦ୍ଦ ଉଚାରଣ ହୋଇଛି। ତାନ୍ତ୍ରିକମାନେ ଏହାକୁ ଏକ ସ୍ଵତନ୍ତ୍ର ଗ୍ରନ୍ଥ ଭାବରେ ଗ୍ରହଣ କରନ୍ତି। କାରଣ […]

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଶେଷଦେବ

ମୁର୍ତ୍ତିଟି ଅନନ୍ତ ଏବଂ ବାସୁଦେବଙ୍କ ଏକ ସଂଯୁକ୍ତ ମୁର୍ତ୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ (ଦେବନାଗରୀ : विष्णु) ଯାହାଙ୍କ ସହାୟତାରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ […]

ପାର୍ଶ୍ଵଦେବତା ନାରାୟଣ

‘ପଦ୍ମପୁରାଣ’,’ବିଷ୍ଣୁର୍ମୋତ୍ତର’,’ରୂପମଣ୍ଡନ’ ଆଦି ଗ୍ରନ୍ଥର ଆଧାର ଶଙ୍ଖ,ଚକ୍ର,ଗଦା,ପଦ୍ମ,ଧାରଣ ଅନୁସାରେ ଶ୍ରୀବିଷ୍ଣୁଙ୍କ ଚବିଶ ମୂର୍ତ୍ତି ରୂପରେଖ ଅଙ୍କିତ।ଏହା ମହାପ୍ରଭୁଙ୍କର ଯୋଗମୂର୍ତ୍ତି,ଭୋଗମୂର୍ତ୍ତି ଓ ଶୟନମୂର୍ତ୍ତି ଅଟେ।ଏହି ଚବିଶ ବିଷ୍ଣୁମୂର୍ତ୍ତି ମଧ୍ୟରେ ନାରାୟଣ ଅନ୍ୟତମ।ନାର ଅର୍ଥ ଜଳ,ଅୟନ ଅର୍ଥ ସ୍ଥାନ।ସୃଷ୍ଟିର ଆଦ୍ୟ ବା ପ୍ରଳୟ କାଳରେ ସେ […]

error: Content is protected !!