ଅର୍ନମୟ ପିଣ୍ଡ ଅର୍ନମୟ ବ୍ରହ୍ମ – Rice Loving Shree Jagannath

feature-article

PAGE VIEWS: 2,783

 


ଓଡିଶାର ମୁଖ୍ୟ ଖାଦ୍ୟ ଅର୍ନ (ଭାତ), ଓଡିଆ କି ଗରିବ କି ଧନି ସମ୍ପୁର୍ନ ରୁପେ ଭାତ ଉପରେ ନିର୍ଭର କରେ | ଓଡିଶାର ରାଜା ଶ୍ରୀଜଗନ୍ନାଥ ଏଥିରୁ ବଚିଂତ ନୁହଂନ୍ତି | ଅର୍ନରୁ ପ୍ରସାଦ ପୁଣି ରୁପାନ୍ତର ହୁଏ ମହାପ୍ରସାଦ, ଶ୍ରିମନ୍ଦିରେ ଏହି କୁହୁକ ମା ମହାଲକ୍ଷ୍ମି, ବିମଳା ଙ୍କ ଦ୍ୱାରା ହୋଇଥାଏ | ମହାପ୍ରସାଦ ଅର୍ନ ବିଭିନ୍ନ ସ୍ୱାଦ ରେ ଆନନ୍ଦ ବଜାର ରେ ମିଳେ ସାଧା ଅର୍ନ, କାନିକା, ଦହି ପଖାଳ, ଅଦା ପଖାଳ, ଥାଳି ଖେଚେଡି, ଘିଅ ଅର୍ନ ଖେଚେଡି, ମିଠା ପଖାଳ, ଓଡିଆ ପଖାଳ | ଅର୍ନମୟ ପିଣ୍ଡ ଅର୍ନମୟ ବ୍ରହ୍ମ | ଜଗନ୍ନାଥ ଅନନ୍ତ ତାଙ୍କ କଥା ଅନନ୍ତ |

 

 

Rice Prasad ମହାପ୍ରସାଦ 56bhoga


flag Lord Jagannath


Festival in Puri

UPCOMING FESTIVAL



Weather Puri  am18-06-2019
Temperature:31°C
Mostly Cloudy
Wind: 11.18km/h
West
Humidity: 79%



    LOOKING AHEAD Puri Weather
  • 19-06-2019 [ Wed]
    Thunderstorms
    High:29°C Low:29°C
  • 20-06-2019[ Thu]
    Mostly Cloudy
    High:30°C Low:29°C
  • 21-06-2019[ Fri]
    Mostly Cloudy
    High:30°C Low:29°C
  • 22-06-2019[ Sat]
    Thunderstorms
    High:30°C Low:28°C

ଜଗନ୍ନାଥ ସଂସ୍କୃତିରେ ମୂର୍ତ୍ତି ପ୍ରଣୟନ ଚାରିପ୍ରକାର ଶିଳ୍ପୀଙ୍କୁ ବିବେଚନା କରାଯାଏ । ପ୍ରଥମ ଶିଳ୍ପୀ ଶାଳଗ୍ରାମର ସୃଷ୍ଟିକର୍ତ୍ତା ନଦୀ… https://t.co/S2fGAXThvh
https://t.co/KqRqhgxdBr Shri Ganesha Worship in Jagannath Culture and Shri Mandir - Name of Shri Vinayak at Puri… https://t.co/KqRqhgxdBr
https://t.co/E8GpuNxowt #SnanaJatra Deva snana Purnima ଜଗନ୍ନାଥ ପ୍ରଭୂତ ସ୍ନାହାନ ମଣ୍ଡପରେ । ଲକ୍ଷେ ଯୋଡା ପାଣି ଯେ ନି… https://t.co/E8GpuNxowt