ଦେବୀ ନାରସିଂହୀ

feature-article

PAGE VIEWS: 411

 

ମା ନାରସିଂହୀ ଦେବୀଙ୍କ ଏକ ଅବତାର, ଯାହା ବିଷ୍ଣୁଙ୍କ ଅବତାର ନରସିଂହ ପରି ଦେଖାଯାନ୍ତି । ମା ନାରସିଂହୀ ମାଙ୍କର ଷୋଡସ ମାତୃକା ଅବତାରର ଏକ ଅଶଂ ରୁପେ ଗ୍ରହଣ କରାଯାଇଛି । ମାଙ୍କ ନାରସିଂହୀ ଅବତାର ଗ୍ରହଣ ବେଷ୍ଣବ, ଶୈବ ଓ ଶାକ୍ତ ମତ ଅଲଗା ଅଲାଗା ହୋଇଥାଏ ।

ବୈଷ୍ଣବ ମତ ଅନୁଯାୟି, ନରସିଂହ ଅବତାରକୁ ଶାନ୍ତ କରିବା ପାଇଂ ମହାଲକ୍ଷ୍ମୀ, ନାରସିଂହୀ ଅବତାର ଗ୍ରହଣ କରିଥିଲେ । ନରସିଂହ ଅବତାର ର କ୍ରୋଧ ସାରା ସଂସାରକୁ ଆଛନ୍ନ କରିଥିଲା, ଦେବ ଓ ଦାନବ ସମସ୍ତେ ଭୟବିତ ହୋଇଯାଇଥିଲେ ।

ଶୈବ ମତ ଅନୁଯାୟି, ମହାଦେବଙ୍କ ଏକ ଅବତାର ଶରଭା, ଯେ ନରସିଂହ ପରି ଦେଖାଯାନ୍ତି । ଶରଭା ଅବତାରଙ୍କୁ ଶାନ୍ତ କରିବା ପାଈଁ ପାର୍ବତୀଙ୍କ ନରସିଂହୀ ଅବତାର ନେଇଥିଲେ ।


ଶାକ୍ତ ମତ ଅନୁଯାୟି, ମହିଷାସୁର ଦମନ ସମୟରେ ଦେବୀଙ୍କୁ ସାହାଯ୍ଯ କରିବାପାଈ ସବୁ ଦେବଗଣ ନିଜ ଶକ୍ତିଙ୍କୁ ରଣକ୍ଷତ୍ରକୁ ପଠାଇଥିଲେ ।

ଦେବୀ ନରସିଂହୀଙ୍କ ମନ୍ଦିର, ଅୟଭାଡି, କୁମବକୋନମ ତାମିଲନାଡୁରେ ଅଛି, ଅନ୍ୟ ଏକ ମନ୍ଦିର ଷଷ୍ଠମଙ୍ଗଳମ, ଥିରୁଅନନ୍ତପୁରମ, କେରଳ ରେ ଅଛି, ଦକ୍ଷିଣ ଭାରତରେ ଦେବୀ ପ୍ରଥ୍ୟଙ୍ଗିରା ରୁପେ ଜଣାଯାନ୍ତି ।

ଦେବୀ ନରସିଂହୀ ଯୋଗିନୀ ରୁପେ, ହିରାପୁର, ଭୁବନେଶ୍ବର ନିକଟସ୍ଥ ଚଉଷଠି ଯୋଗିନୀ ମନ୍ଦିରରେ ପୁଜା ପାରିଥାନ୍ତି ।

ଜୟ ମାଁ
🌸🌸


yogini Durga devi


flag Lord Jagannath


Festival in Puri

UPCOMING FESTIVAL



Weather Puri  am15-05-2021
Temperature:29°C
Breezy
Wind: 14.91km/h
South West
Humidity: 85%



    LOOKING AHEAD Puri Weather
  • 16-05-2021 [ Sun]
    Mostly Sunny
    High:30°C Low:29°C
  • 17-05-2021[ Mon]
    Breezy
    High:30°C Low:29°C
  • 18-05-2021[ Tue]
    Breezy
    High:30°C Low:29°C
  • 19-05-2021[ Wed]
    Breezy
    High:30°C Low:29°C

*🌹🌼👉ଜୟ ଜୟ ଶ୍ରୀ ଜଗନ୍ନାଥ 👈🌼🌹* *✧═════•❁❀❁•═════✧* *ଅଦ୍ୟ ମଇ ମାସ ୧୫ ତାରିଖ ୨୦୨୧ ମସିହା(ଶନିବାର)* *ବୈଶାଖ ମାସ-ଶୁକ୍ଳପକ୍ଷ… https://t.co/owk0zvOR47
For good luck and fortune, citizen of Puri specially in Shevayat and Brahimn family celebrate the function Ghadi Pa… https://t.co/CwFoxsXGkZ
*🌹🌼👉ଜୟ ଜୟ ଶ୍ରୀ ଜଗନ୍ନାଥ 👈🌼🌹* *✧═════•❁❀❁•═════✧* *ଅଦ୍ୟ ମଇ ମାସ ୧୪ ତାରିଖ ୨୦୨୧ ମସିହା(ଶୁକ୍ରବାର)* *ବୈଶାଖ ମାସ-ଶୁକ୍ଳପ… https://t.co/I6TxJKjBN0