0
Your Cart
0
Your Cart
14,437

Vakti Devi Tulasi Quotes

In Hindu mythology, Tulsi (“matchless”) is known as Vaishnavi (“belonging to Vishnu”), Vishnu Vallabha (“beloved of Vishnu”), Haripriya (“beloved of Vishnu”), Vishnu Tulsi. The Tulsi with green leaves is

Vakti Devi Tualshi

called Shri-Tulsi (“fortunate Tulsi”); also Shri is a synonym for Lakshmi, the principal consort of Vishnu. This variety is also known as Rama-Tulsi (“bright Tulsi”); Rama is also one of the principal avatars of Vishnu. The Tulsi with dark green or purple leaves and purple stem is called Shyama-Tulsi (“dark Tulsi”) or Krishna-Tulsi (“dark Tulsi”); Krishna is also a prominent avatar of Vishnu. This variety is considered esspecially sacred to Krishna, as its purple colour is similar to Krishna’s dark complexion.

ବୃନ୍ଦାବତୀଙ୍କୁ ନମସ୍କାର
ମା ଗୋ ତୁଳସୀ ଦେବି
ଅଟୁ ଶ୍ରୀ କୃଷ୍ଣଙ୍କ ପ୍ରାଣ ବଲ୍ଲଭୀ ।
ମା ଗୋ ତୁଳସୀ ଦେବି
ପ୍ରଭାତୁ ଉଠିଣ ତୋ ମୁଖ ଚାହିଁଣ ।
ସନ୍ଧ୍ୟା କାଳେ ସନ୍ଧ୍ୟା ଦେଇ
ଓଦା ବସ୍ତ୍ର ପିନ୍ଧି ତୋ ପାଦ ସେବିଲେ ।
ବୈକୁଣ୍ଡେ ବସିବା ପାଇଁ
ଚାରି ପାଶେ ଚାରି ତପି ବସିଥିବେ ।
ମଧେ ବସେ ବସୁନ୍ଧରା
ଚାରି ପାଶେ ଚାରି ଚାମର ଢାଳନ୍ତି ।
ରୁକ୍ମିଣୀ ଲିପେ ଚଉରା
ସତ୍ୟଯୁଗେ ତୋର ସତ୍ୟବତୀ ନାମ ।
ତ୍ରେତା ଯୁଗରେ ମାଳତୀ
ଦ୍ଵାପର ଯୁଗରେ ନାମ ଯେ ତ୍ରିପୁରା ।
କଳି ଯୁଗେ ବୃନ୍ଦାବତୀ
ତୁଳସୀର ମାଳ ତୁଳସୀର ଡାଳ ।
ତୁଳସୀ ଭୁଷଣ ହୋଇ
ତୁଳସୀ ମୂଳରେ ଲୟ ଲଗାଇଲେ ।
ନିଳଚକ୍ର ଦିଶୁଥାଇଁ
ମୂଳେ ତୋର ଗଙ୍ଗା ଡାଳେ ତୋର ବିଷ୍ଣୁ ।
ପତ୍ର ଦେବତାଙ୍କ ବାସ
ତୋ ପତ୍ର ପଡ଼ିଲେ ମଣୋଇ ହୁଅଇ ।
ବୋଲନ୍ତି ଗୋଲଖ ଦାସ ।
ମାଗୋ ତୁଳସୀ ଦେବି
ଅଟୁ ଶ୍ରୀକୃଷ୍ଣଙ୍କ ପ୍ରାଣ ବଲ୍ଲଭୀ ।
Goto page: 1 2 3 4

One who worships Lord Krsna with Tulasi leaves releases all his ancestors from the realm of birth and death.

— Vakti Devi Tulashi

One who remembers the glories of Tulasi or tells others about them will never take birth again.

— Vakti Devi Tulashi
Goto page: 1 2 3 4
error: Content is protected !!