0
Your Cart
0
Your Cart
3,628

ଦାନବ କିର୍ତିମୁଖ ପୁଜା ହୁଏ ??

କିର୍ତିମୁଖ – ଗୌରବ ମୁଖ, ମୁଖ ଖୋଲିଥିବା ଏକ ଦାନବ, ଯାହାର ବର୍ଣନା ସ୍କନ୍ଦପୁରାଣ ହୋଇଅଛି । କିର୍ତିମୁଖର ଶୃଷ୍ଟି ପ୍ରଭୁ ଶିବଙ୍କ ତୃତିୟ ନୟନରୁ ଯାତ ଅଗ୍ନିରୁ ହୋିଇଥିଲା । ତ୍ରିପୁରବିଜୟି ରାକ୍ଷସ ଜଳନ୍ଦରକୁ ଯୁଦ୍ଧର ପରାସ୍ତ ଲକ୍ଷରେ କିର୍ତିମୁଖର ଉତ୍ପତି ହୋଇଥିଲା କିର୍ତିମୁଖ । ଯୁଦ୍ଧ ସମାପ୍ତ ପର ଦାନବ କିର୍ତିମୁଖ ଖାଇବା ପାଇଁ ଇଛା କଲା । ପ୍ରଭୁ ଶିବ କିର୍ତିମୁଖକୁ ଆଦେଶ ଦେଲେ ତା ନିଜକୁ ଆହାର କର, ନିଜକୁ ଆହାର ପରେ କେବଳ ମୁଖଟି ହିଁ କିର୍ତିମୁଖର ବାକି ରହିଲା । କିର୍ତିମୁଖ ଇଛା କଲା ପ୍ରଭୁ ବର୍ତ୍ତମାନ ମୋ କାର୍ଯ କଣ ? ପ୍ରଭୁ ଶିବ ଉତ୍ତର ଥିଲା ତୁମେ ଏବେ ସବୁ ଦେବ ଦେବିଙ୍କ ମସ୍ତକ ଉପରେ ରହି ସେମାନଙ୍କ କିର୍ତି ପ୍ରଦାନ କର । ପ୍ରଭୁ ଶିବଙ୍କ ବର ଅନୁଯାୟି ଯେଉଁମାନେ କିର୍ତିମୁଖକୁ ପୁଜା କରନ୍ତି, ସେମାନଙ୍କ ଯଶ ବ୍ରଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ ।

ଭାରତିୟ ଶିଲ୍ପଶାସ୍ତ୍ରରେ କିର୍ତିମୁଖକୁ ଗ୍ରାସମୁଖ କିମ୍ବା ରାହୁ ମୁଖ ରୁପେ ବର୍ଣ୍ନିତ । ପ୍ରଶିଦ୍ଧ ରଥଯାତ୍ରାରେ ନିର୍ମାଣ ହେଉଥିବା ରଥ ଗୁଡିକରେ ମଧ୍ୟ କିର୍ତିମୁଖ ରାହୁପଟି  ନାମରେ ପ୍ରତିଷ୍ଠା ହୋଇଥାଏ ।

error: Content is protected !!