ଦାନବ କିର୍ତିମୁଖ ପୁଜା ହୁଏ ??

feature-article

PAGE VIEWS: 1,104

 


କିର୍ତିମୁଖ – ଗୌରବ ମୁଖ, ମୁଖ ଖୋଲିଥିବା ଏକ ଦାନବ, ଯାହାର ବର୍ଣନା ସ୍କନ୍ଦପୁରାଣ ହୋଇଅଛି । କିର୍ତିମୁଖର ଶୃଷ୍ଟି ପ୍ରଭୁ ଶିବଙ୍କ ତୃତିୟ ନୟନରୁ ଯାତ ଅଗ୍ନିରୁ ହୋିଇଥିଲା । ତ୍ରିପୁରବିଜୟି ରାକ୍ଷସ ଜଳନ୍ଦରକୁ ଯୁଦ୍ଧର ପରାସ୍ତ ଲକ୍ଷରେ କିର୍ତିମୁଖର ଉତ୍ପତି ହୋଇଥିଲା କିର୍ତିମୁଖ । ଯୁଦ୍ଧ ସମାପ୍ତ ପର ଦାନବ କିର୍ତିମୁଖ ଖାଇବା ପାଇଁ ଇଛା କଲା । ପ୍ରଭୁ ଶିବ କିର୍ତିମୁଖକୁ ଆଦେଶ ଦେଲେ ତା ନିଜକୁ ଆହାର କର, ନିଜକୁ ଆହାର ପରେ କେବଳ ମୁଖଟି ହିଁ କିର୍ତିମୁଖର ବାକି ରହିଲା । କିର୍ତିମୁଖ ଇଛା କଲା ପ୍ରଭୁ ବର୍ତ୍ତମାନ ମୋ କାର୍ଯ କଣ ? ପ୍ରଭୁ ଶିବ ଉତ୍ତର ଥିଲା ତୁମେ ଏବେ ସବୁ ଦେବ ଦେବିଙ୍କ ମସ୍ତକ ଉପରେ ରହି ସେମାନଙ୍କ କିର୍ତି ପ୍ରଦାନ କର । ପ୍ରଭୁ ଶିବଙ୍କ ବର ଅନୁଯାୟି ଯେଉଁମାନେ କିର୍ତିମୁଖକୁ ପୁଜା କରନ୍ତି, ସେମାନଙ୍କ ଯଶ ବ୍ରଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ ।

ଭାରତିୟ ଶିଲ୍ପଶାସ୍ତ୍ରରେ କିର୍ତିମୁଖକୁ ଗ୍ରାସମୁଖ କିମ୍ବା ରାହୁ ମୁଖ ରୁପେ ବର୍ଣ୍ନିତ । ପ୍ରଶିଦ୍ଧ ରଥଯାତ୍ରାରେ ନିର୍ମାଣ ହେଉଥିବା ରଥ ଗୁଡିକରେ ମଧ୍ୟ କିର୍ତିମୁଖ ପ୍ରତିଷ୍ଠା ହୋଇଥାଏ ।



Weather Puri  Thu, 18 Jan 2018 12:30 AM IST
Temperature:21°C
Clear
Wind: 7km/h North West
Humidity: 82%



    LOOKING AHEAD Puri Weather
  • 19 Jan 2018
    Sunny
    High:23°C Low:19°C
  • 20 Jan 2018
    Sunny
    High:23°C Low:18°C
  • 21 Jan 2018
    Sunny
    High:23°C Low:19°C
  • 22 Jan 2018
    Sunny
    High:24°C Low:19°C

Never feel inferior of yourself by considering yourself as the body. You are above the five elements, the senses,… https://t.co/7UWpWepVH1
#DHARMIQ #Rigveda Let noble thoughts come to us from every side. https://t.co/RwE3ceFl7Q
Mahalaxmi returned to Shri Mandir, a day before Makar-Sankranti - What are the rituals in Shri Mandir ?? know the s… https://t.co/01Zs9thsju