0
Your Cart
0
Your Cart
2,061

Dola Utsav – Revolving Dola Bedi

 

ପୂର୍ବେ ଗଜପତି ଦୋଳବେଦୀରେ ଛେରାପହଁରା କରୁଥିବାର ଶରଣଦାସ ଚାଚେରୀଲୀଳାରେ ଉଲ୍ଲେଖ କରିଛନ୍ତି ଏମନ୍ତେ ପ୍ରଭୁ ପ୍ରଦକ୍ଷିଣ କରି ମଣ୍ଡପରେ ବିଜେ ବସନ୍ତରାଗେ ମହୁରୀ ବାଜେ । ଏହାପରେ ରାଜା ଛେରାପହଁରା କରନ୍ତି । ବର୍ତ୍ତମାନ ତାହା ହେଉ ନାହିଁ । ଏହାପରେ ଷୋଡ଼ଶ ଉପଚାର ପୂଜା ହୋଇ ସପତାଙ୍ଗ ପାଞ୍ଜି ବା ନବୀନପାଳ ପାଞ୍ଜି ପାଠ କରାଯାଏ ।

error: Content is protected !!