Mandala – Spiritual Ritual Symbol

mandala

PAGE VIEWS: 822

 

ମଣ୍ଡଳ ବିଶ୍ୱ ବ୍ରହ୍ମାଣ୍ଡର ଏକ ପ୍ରତିକାତ୍ମକ ରେଖାଚିତ୍ର, ଏକ ପ୍ରତିକ ଯାହା ହିନ୍ଦୁ ଓ ବୁଦ୍ଧ ଧର୍ମରେ ଆଧ୍ୟାତ୍ମିକ କର୍ମକାଣ୍ଡରେ ବ୍ୟବହୃତ ହୁଏ । ସାଧାରଣ ଅର୍ଥରେ ମଣ୍ଡଳ ଏକ ଜ୍ୟାମିତିକ ଚିତ୍ର ଯାହା ସମ୍ପୁର୍ଣ୍ନ ମାହାଜାଗତିକ ବିଶ୍ୱ ବ୍ରହ୍ମାଣ୍ଡର ସୁକ୍ଷ୍ମ ସ୍ୱରୁପକୁ ପ୍ରକାଶ କରେ । ପ୍ରାୟ ପ୍ରତ୍ୟକ ମଣ୍ଡଳ ଚର୍ତୁଭୁଜ ବିଶିଷ୍ଟ ଓ କେନ୍ଦ୍ରରେ ଏକ ବୃତ ଅଙ୍କିତ ହୋଇଥାଏ, ପ୍ରତି ରାସ୍ତା ଇଂରାଜି ଅକ୍ଷର ଟି ପରି ହୋଇଥାଏ, ଏହା ବୃତରେ ସମାନ୍ତରଳ ଭାବରେ ସ୍ତିରତା ରକ୍ଷ୍ୟା କରେ । ଋଗବେଦରେ ପ୍ରତି ପୁଜାକର୍ମ ଏକ ମଣ୍ଡଳ ରୁପେ ନାମିତ ହୋଇଥାଏ ଓ ମଣ୍ଡଳର ଏକ ଅଧିପତି ଦେବତା ରହିଥାନ୍ତି । ମଣ୍ଡଳ ପ୍ରତିକାତ୍ମକ ରେଖାଚିତ୍ର ମାହାଜାଗତିକ ବିଶ୍ୱ ବ୍ରହ୍ମାଣ୍ଡ ଓ ଅଧିପତି ଦେବତାଙ୍କ ସଙ୍ଗେ ସମ୍ପର୍କ ରଖିଥାଏ ।


mandala


flag Lord Jagannath


Festival in Puri

UPCOMING FESTIVAL



Weather Puri  05-03-2021
Temperature:27°C
Clear
Wind: 13.67km/h
South West
Humidity: 78%



    LOOKING AHEAD Puri Weather
  • 06-03-2021 [ Sat]
    Breezy
    High:27°C Low:27°C
  • 07-03-2021[ Sun]
    Breezy
    High:27°C Low:26°C
  • 08-03-2021[ Mon]
    Breezy
    High:27°C Low:26°C
  • 09-03-2021[ Tue]
    Breezy
    High:27°C Low:26°C

*🌹🌼👉ଜୟ ଜୟ ଶ୍ରୀ ଜଗନ୍ନାଥ 👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୨… https://t.co/ZvJTD0ayVY
*🌹🌼👉ଜୟ ଜୟ ଶ୍ରୀ ଜଗନ୍ନାଥ 👈🌼🌹* *✧═════•❁❀❁•═════✧* *ଅଦ୍ୟ ମାର୍ଚ୍ଚ ମାସ ୦୪ ତାରିଖ ୨୦୨୧ ମସିହା(ଗୁରୁବାର)* *ଶକାବ୍ଦ -୧୯୪୨*… https://t.co/moTqVBklk7
Jagatchedam Jagannatho Nanyam Chapi cha Karanam - Skanda Purana The Lord Jagannath is the-all-pervading Nature as… https://t.co/LnzFxbMrmk