0
Your Cart
0
Your Cart

ଶେଷଦେବ

ଏହି ମୂର୍ତ୍ତୀଟି ଅନନ୍ତ ଏବଂ ବାସୁଦେବଙ୍କର ଏକ ସଂଯୁକ୍ତ ମୂର୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଯାହଙ୍କ ସହାୟତରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ । କୈଳାସ […]

ଦର୍ପଦଳନ ରଥରେ ମଙ୍ଗଳା

ଭାଗବତରେ ବର୍ଣ୍ଣନା ଅନୁଯାୟୀ ଶ୍ରୀବିଷ୍ଣୁଙ୍କ ଅନୁରୋଧରେ ଯୋଗମାୟା ମଙ୍ଗଳା ରୂପରେ ଆବିର୍ଭୂତ ହୋଇଥିଲେ । ମର୍ତ୍ତେ ହୋଇବୁ ତୁ ଯେ କାତ ଜଗତେ ହୋଇବୁ ବିଖ୍ୟାତ ଲୋକେ କରିବେ ତୋତେ ପୂଜା ଅନେକ ଦେବେ ବଳିଭୋଜା ଭକତେ ହୋଇବୁ ପ୍ରସନ୍ନ ଅନେକ […]

error: Content is protected !!