ନୃସିଂହ ଶ୍ରୀବିଷ୍ଣୁଙ୍କର ଏକ ବିଶେଷ ଅବତାର । ରାକ୍ଷସ ହିରଣ୍ୟକଶିପୁ ନିଧନ କରିବା ନିମିତ୍ତ ସ୍ତମ୍ଭ ମଧ୍ଯରୁ ଆବିର୍ଭୁତ ହୋଇଥିଲେ । ଅର୍ଦ୍ଧମନୁଷ୍ୟ ଓ ଅର୍ଦ୍ଧ ସିଂହମୂର୍ତି ହୋଇ ସେ ନିଜର ତୀକ୍ଷ୍ଣ ନଖ ଦ୍ବାରା ହିରଣ୍ୟକଶିପୁ ଶରୀର ବିଦାରଣ କରିଥିଲେ […]
Rathe Jagannath Bahuda Jatra Nabakalebara Ratha Jatra
The chariot a momentum a force a movement towards eaternity spiruality. Charriot Comes and returns somethings happen Again soul comes and goes to permanent a code. God clonches the chariot […]