0
Your Cart
0
Your Cart
2,140

ଶ୍ରୀ ଶ୍ରୀ ବିମଳାଷ୍ଟକମ୍ – Shri Shri Bimalastakam

ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ। ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା। ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର କ୍ରୟାଶକ୍ତି ଓ ସୁଭଦ୍ରାଙ୍କର ଇଛାଶକ୍ତି ରୂପେ ଗ୍ରହଣୀୟ। ଆହୁରି ପଢନ୍ତୁ 

 

ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
ଶରଣ୍ୟେ ତ୍ର୍ୟମ୍ବକେ ଗୈାରୀ ନାରାୟଣୀ ନମୋସ୍ତୁତେ।।
ସୃଷ୍ଟି-ସ୍ଥିତି-ବିନାଶନମ୍ ଶକ୍ତିଭୁତେ ସନାତନୀ
ଗୁଣାଶ୍ରୟେ ଗୁଣାମୟୀ ନାରାୟଣୀ ନମୋସ୍ତୁତେ।।
ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ
ସର୍ବସ୍ୟାର୍ତ୍ତିହରେ ଦେବୀ ନାରାୟଣୀ ନମୋସ୍ତୁତେ।।

 

[pdfviewer width="100%" height="849px" beta="true/false"]https://puriwaves.nirmalya.in/wp-content/uploads/2019/04/bimalastakam.pdf[/pdfviewer]

error: Content is protected !!