ହରିଙ୍କ ମନ୍ଦିରରେ ହରିସହଦେବ

ବ୍ରହ୍ମଗିରିର ସୁନାମୁହିଁ ଠାରୁ ଦକ୍ଷିଣ ଦିଗକୁ ରହିଛି ଏକ ପ୍ରସିଦ୍ଧ ଶିବ ପୀଠ । ଏଇ ପୀଠରେ ଶ୍ରୀହରିସହଦେବ ଉପାସିତ ହେଉଛନ୍ତି । ବହୁ ପ୍ରାଚୀନ ସମୟରୁ ପାଣ୍ଡବ । ପାଞ୍ଚଭାଇ ଶିବ ରୁପେ ବ୍ରହ୍ମଗିରି ଅଞ୍ଚଳରେ ପୂଜା ପାଉଛନ୍ତି । […]

କାଂକଣ ଶିଖରୀର ଭୋଗ

 ଷୋହଳ ନମ୍ବର ଜାତୀୟ ରାଜପଥର ନାଚୁଣୀ ଠାରୁ ପୂର୍ବ ଦିଗକୁ ପାଞ୍ଚ କିଲୋମିଟର ଗଲେ ପଡ଼େ ନଇରି ଗାଁ । ତକି ଗାଁର ଆକ୍ରମଣ କାଳରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଏହି ଗାଁର ‘ହରିହରେଶ୍ଵର ମନ୍ଦିର’ରେ ଆଶ୍ରୟ  ନେଇଥିଲେ । ଭେଦିଆମାନଙ୍କ ଡରରେ […]

error: Content is protected !!