ଘୋଷଯାତ୍ରାରେ ଦଶାବତାର ଲୀଳା

ଘୋଷଯାତ୍ରାରେ ଦଶାବତାର ଲୀଳା-ପୁରାଣରେ ଲିପିବଦ୍ଧ ହୋଇଛି ଯେ ଦିନେ ବାୟୁଦେବ,ସୂର୍ଯ୍ୟଦେବ ଓ ବରୁଣଦେବଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା। ସେମାନେ ନିଜ ନିଜର ଶକ୍ତି ଦେଖାଇବାକୁ ଯାଇ ପ୍ରଥମେ ସୂର୍ଯ୍ୟଦେବ ପ୍ରଚଣ୍ଡ ତେଜ ବିକିରଣ କଲେ।ତା ପରେ ବାୟୁଦେବ ପ୍ରବଳ ବେଗରେ […]

ଶ୍ରୀକ୍ଷେତ୍ରର ପଞ୍ଚତିର୍ଥ

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନିତ୍ୟ ଅବସ୍ଥିତି ହେତୁ କ୍ଷେତ୍ର ରାଜ ଶ୍ରୀକ୍ଷେତ୍ର ରେ ଅଖିଳତୀର୍ଥର ସମାବେଶ ଘଟି ଥିଲେ ମଧ୍ୟ ପଞ୍ଚତୀର୍ଥ ର ବିଶେଷ ମହତ୍ତ୍ୱ ରହିଛି । ପଞ୍ଚତୀର୍ଥର ବର୍ଣ୍ଣନା ପ୍ରସଙ୍ଗରେ ବ୍ରହ୍ମାଣ୍ଡପୁରାଣର ଉକ୍ତିକୁ ଉଦ୍ଧାରକରି ଗଜପତି ଶ୍ରୀପୁରୁଷୋତ୍ତମଦେବ ସ୍ଵରଚିତ […]

ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ପର୍ବପର୍ବାଣି, ଓଷାବ୍ରତ, ଯାନିଯାତ୍ରା ଓ ପୂଜାପାର୍ବଣର ରାଜ୍ୟ ଓଡ଼ିଶାର । ଆରାଧଦେବତା ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ପ୍ରଭୁ ବଡ଼ଦେଉଳର ବଡ଼ଠାକୁର କାଳିଆ କଳାସାଆନ୍ତ । ସେ ହିଁ ସବୁ ଘରର ମୁରବି । ଅସହାୟ […]

ଭକ୍ତଙ୍କ ପାଇଁ ନୁହେଁ,ରଥ ଯଜ୍ଞର ଶାନ୍ତିଉଦକ ଅଧରପଣା

ଗୁଣ୍ଡିଚା ଘରୁ ତିନି ରଥ ଫେରିଆସି ସିଂହଦ୍ଵାରଠାରେ ପହଚିଂବା ପରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଆଜି ତ୍ରୟୋଦଶୀରେ ଅର୍ପଣ ହେବ ଅଧରପଣା। ଏହି ଅଧରପଣା ହେଉଛି ରଥ ଯଜ୍ଞର ଶାନ୍ତି ଉଦକ। ପ୍ରଭୁଙ୍କ ପ୍ରସାଦ ପରେ ରଥାରୂଢ ଅନୁଚରଗଣ ଏହି ଶାନ୍ତି […]

error: Content is protected !!