ପ୍ରଭୁ! ମୋ ବଂଶରେ ଏ ଦେଉଳ ମୋର ବୋଲି ଦାବି କରିବାକୁ କେହି ନରହୁ। – ମାଦଳାପାଞ୍ଜିରୁ ଜଗନ୍ନାଥ

ଇନ୍ଦ୍ରଦ୍ୟୁମ୍ନ ମହାରାଜା ବଡ ବିଷ୍ଣୁଭକ୍ତ ଥିଲେ ଏବଂ କେଉଁଠାକୁ ଗଲେ ବିଷ୍ଣୁଙ୍କ ସହ ସାକ୍ଷାତ ହେବ ବୋଲି ଚିନ୍ତତ ଥିଲେ। ଜଣେ ବୈଷ୍ଣବ ଦୈବବଶତଃ ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭାରେ ପ୍ରବେଶ ହୋଇ ନୀଳମାଧବଙ୍କ କଥା ଜଣାଇଲେ। ରାଜା ଏ ସମ୍ବାଦ ପ୍ରାପ୍ତ ହୋଇ […]

ଜଳାଧାରେ ପ୍ରିୟ ଶିବ

ଆଶୁତୋଷ ଭଗବାନ ଶିବ। ଅକାଳ ମୃତ୍ୟୁ ହାରକ,ଅକର୍ମ କର୍ମଦାୟକ,ଦେବଦେବ ମହାଦେବ। କୋପରେ ହେଉ ବା ତପରେ ହେଉ ମହାଦେବଙ୍କ ଆଶୀଷ ପ୍ରାପ୍ତ ହେଲେ ସମସ୍ତ ବିପତ୍ତି ଖଣ୍ଡନ ହୋଇ ଭାଗ୍ୟୋଦୟ ଘଟେ। ସକଳ ଦେବଗଣ ତେଣୁ ଭକ୍ତିଚିତ୍ତରେ ଶଙ୍କର ଭଗବାନଙ୍କୁ ଉପାସନା […]

ରାମ ନନ୍ଦିଘୋଷ ରଥ

କଥିତ ଅଛି ଏହି ରଥକୁ ପ୍ରଥମେ ଦେବତା ମାନେ ଶ୍ରୀରାମଙ୍କୁ ପ୍ରଦାନ କରିଥିଲେ । ଏହି ରଥରେ ବସି ଶ୍ରୀରାମ ରାବଣଙ୍କ ସହିତ ଯୁଦ୍ଧ କରିବାକୁ ବାହାରିଥିଲେ । ଏହି ରଥର ବିଶେଷତ୍ବ ହେଉଛି- ଏହି ରଥରେ ସଦାଶିବଙ୍କ ଅନୁଚର ନନ୍ଦୀକେଶ୍ବରଙ୍କ […]

error: Content is protected !!