ଦେବୀ ମା’ ରାମଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା

festivals

PAGE VIEWS: 620

 

କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାରେ ଥିବା ଅଧ୍ୟଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା ଆରମ୍ଭ ହୋଇଛି । ଏହି ଅବସରରେ ମା’ଙ୍କ ପୀଠରେ ପ୍ରତ୍ୟହ ଚଣ୍ଡୀ ପାଠ ହେବା ସହ ବିଭିନ୍ନ ବେଶରେ ପାର୍ବଣ ପୂଜା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବିଭିନ୍ନ ରୀତିନୀତି ଅନୁଯାୟୀ ଏହି ପୀଠରେ ଷୋଳପୂଜା ଆରମ୍ଭ କରାଯାଇଥିବାବେଳେ ଷୋଳ ଦିନ ବ୍ୟାପି ମା’ଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ଦିନରେ କୁମ୍ଭାଭିଷେକ, ଦିତୀୟ ଦିନରେ ସୁନାବେଶ, ତୃତୀୟ ଦିନରେ ଭୁବନେଶ୍ଵରୀ ବେଶ, ଚତୁର୍ଥ ଦିନରେ ମାତଙ୍ଗୀ ବେଶ, ପଞ୍ଚମ ଦିବସରେ ବୈଷ୍ଣବୀ ବେଶ, ଷଷ୍ଠ ଦିବସରେ ସିଦ୍ଦେଶ୍ଵରୀ ବେଶ, ଉଗ୍ରତାରା ବେଶ, ତ୍ରିପୁରା ଭୈରବୀ ବେଶ, ଷୋଡ଼ଶ ବେଶ, ସିଂହବାହିନୀ ବେଶ, ଗାୟତ୍ରୀ ବେଶ, ବଗଳାମୁଖୀ ବେଶ, ମହାକାଳୀ ବେଶ, ମହାଲକ୍ଷ୍ମୀ ବେଶ, ମହିଂସାମର୍ଦ୍ଦିନୀ ବେଶ, ଷୋଳ ଦିନ ବ୍ୟାପି ବିଭିନ୍ନ ବେଶରେ ଦର୍ଶନ ଦେବେ । ପୂଜା ଲାଗି ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଥିବା ଜଣାପଡ଼ିଛି। ମା’ଙ୍କ ଏହି ବେଶ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବାବେଳେ ଷୋଳଦିନ ବ୍ୟାପି ଏହି ଭିଡ଼ ଲାଗି ରହିବ ବୋଲି ଜଣାପଡ଼ିଛି ।


ଷୋଡଶ ଦିନାତ୍ମକ ପୂଜା


flag Lord Jagannath


Festival in Puri

UPCOMING FESTIVAL



Weather Puri  am05-06-2020
Temperature:31°C
Breezy
Wind: 18.02km/h
South West
Humidity: 81%



    LOOKING AHEAD Puri Weather
  • 06-06-2020 [ Sat]
    Mostly Sunny
    High:30°C Low:29°C
  • 07-06-2020[ Sun]
    Partly Cloudy
    High:31°C Low:29°C
  • 08-06-2020[ Mon]
    Partly Cloudy
    High:30°C Low:29°C
  • 09-06-2020[ Tue]
    Thunderstorms
    High:30°C Low:29°C

ଗାଣପତ୍ୟ ସଂସ୍କୃତି ସାରା ଭାରତରେ ବ୍ୟାପିଥିଲା, ଏହି ସଂସ୍କୃତି ଶୈବ, ସାକ୍ତ ଓ ବୈଷ୍ଣବ ସଂସ୍କୃତି ସହ ଫୃଥକ ଥିଲା । ପରେ ଏହା ଅନ୍ୟ ସ… https://t.co/UWcxQeawjj
ଗଣପତି ଉପନିଷଦ 🌼🌸🌸🌸🌸🌼 ହେ ଗଣପତି, ତୁମକୁ ମୋର ନମସ୍କାର । ତୁମେ ହେଉଚ ଚାକ୍ଷୁସ ସତ୍ୟ। ତୁମେ ସମସ୍ତଙ୍କର ଧାରଣକାରୀ। ସମସ୍ତଙ୍କର ହର… https://t.co/fRAr9YzlNK
*🌷💐🌹*ଜୟ ଜୟ ଶ୍ରୀ ଜଗନ୍ନାଥ *🌹💐🌷 ~~~~~~~~~~~~~ *ଅଦ୍ୟ ଜୁନ ୦୫ ତାରିଖ ୨୦୨୦ମସିହା(ଶୁକ୍ରବାର)* *ଜ୍ୟେଷ୍ଠ-ଶୁକ୍ଳପକ୍ଷ* *ତିଥି… https://t.co/oCRcyGfjtd