0
Your Cart
0
Your Cart
2,271

ପାର୍ଶ୍ୱ ଦେବଦେବି କିଏ କେଉଁ ରଥରେ ??

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାର୍ଶ୍ଵରେ ହରିହର,ପଣ୍ଡୁ ନୃସିଂହ,ଗିରି ଗୋବର୍ଦ୍ଧନ,ରାବଣ ଛତ୍ରଭଙ୍ଗ,ଚିନ୍ତାମଣି କୃଷ୍ଣ,ନାରାୟଣ,ମଧୁସୂଦନ,ଲକ୍ଷ୍ମଣ ଓ ପଚଂମୁଖୀ ମହାବୀର ଅଧିଷ୍ଠିତ ହୋଇଥାନ୍ତି।ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ପ୍ରଳମ୍ଭାରି ମହାଦେବ,ବାଇଶଭୁଜ ନୃସିଂହ,ବଳରାମ,ନଟବେ ଗଣେଶ,ଅଙ୍ଗଦ,ନାଟାମ୍ଭର,ଷଢାନନ କାର୍ତ୍ତିକେଶ୍ଵର,ମଧୁକୈଟଭ ଓ ଅନନ୍ତ ବାସୁଦେବ ରୁହନ୍ତି।ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିମଳା,ମଙ୍ଗଳା,ବରାହୀ,ଭଦ୍ରକାଳୀ,ଉମା,କାତ୍ୟାୟନୀ,ହରଚଣ୍ଡୀ,ରାମଚଣ୍ଡୀ ଏବଂ ଅଘୋରୀଙ୍କୁ ରଖାଯିବାର ବିଧି ରହିଛି।

error: Content is protected !!