0
Your Cart
0
Your Cart

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଶେଷଦେବ

ମୁର୍ତ୍ତିଟି ଅନନ୍ତ ଏବଂ ବାସୁଦେବଙ୍କ ଏକ ସଂଯୁକ୍ତ ମୁର୍ତ୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ (ଦେବନାଗରୀ : विष्णु) ଯାହାଙ୍କ ସହାୟତାରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ […]

ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଗଜାନ୍ତକ

ଗଜ ଏପରି ଏକ ପ୍ରାଣୀ ଯେ ଆପାତତଃ ଅନେକ ଦେବାଦେବୀଙ୍କ ସହିତ ସଂଯୁକ୍ତ। ସେ ଏକାଧାରରେ ଦିଗପାଳ ଦିଗ୍ଗଜ। ଇନ୍ଦ୍ରଙ୍କ ବାହନ ଐରାବତ ଲକ୍ଷ୍ମୀଙ୍କର ପାର୍ଶ୍ଵଦ ହେତୁ ଲକ୍ଷ୍ମୀଙ୍କର ଅନ୍ୟନାମ ଗଜଲକ୍ଷ୍ମୀ। ସେହିପରି ଶ୍ରୀ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ହେତୁ ମହାପ୍ରଭୁଙ୍କର […]

error: Content is protected !!