0
Your Cart
0
Your Cart
1,503

ଇନ୍ଦ୍ରଦ୍ୟୁମ୍ନଙ୍କ ମୁଖରେ ଶ୍ରୀଜଗନ୍ନାଥ ସ୍ତବ – ନୀଳାଚଳ

ଯଥା ମୋର ହିଆ
ତଥା ଏ ତୋ କାୟା
ତହୁଁ ଅଧିକ ମଣିବି,
କାଳେ କାଳେ ତୋର ସେବାରେ
ମୋହର ଜୀବନକାଳ କାଟିବି ।
ଅନ୍ତେ ତୋର ପାଦେ
ଖଟୁଥିବି ହାଦେ,
ନ ଈଛଈଁ ମୁଁ ମୁକତି,
ମାଗେ ତବ ପାଦେ,
ବିଶ୍ବବାସି-ହୃଦେ ଜାଗୁ ତୋ ପ୍ରେମ ଭକତି

କ୍ରମଶଃ

error: Content is protected !!