Nilachakra Darshan

ବାଟମଙ୍ଗଳା ପାର ହେଉ ହେଉ ଦିଗବଳୟରେ ଦୃଶ୍ୟମାନ ହୁଏ ବିଶାଳ ଶ୍ରୀମନ୍ଦିର | ବଡ ଦେଉଳର ଗାରିମାରେ ମଣ୍ଡିତ ଖଣ୍ଡଶାଳ ଦେଉଳ ଉପରେ ନୀଳଚକ୍ର ଓ ପତିତ ପାବାନ ପତକାକୁ ଦେଖି ପଥଶ୍ରାନ୍ତ ଭକ୍ତଗଣଙ୍କୁ ମିଳିଥାଏ ପରମ ତୃପ୍ତି | ଶ୍ରୀମନ୍ଦିର […]

Jay Jay Guru Nanak

ଶ୍ରୀଜଗନ୍ନାଥ କୋଟି କୋଟି ହ୍ରୁଦୟ କୁ ଜୟ କରିଥିବା ଠାକୁର, ଜାତି ଅଜାତି ଧର୍ମର ଉପରେ ରହି ପ୍ରେମ-ଭକ୍ତିର ଗାଥା ଗାଉଥିବ ଠାକୁର | ଜଗନ୍ନାଥଙ୍କ ଚେତନାର ପ୍ରଭାବରେ ଏଠି ( ପୁରୀ ) ବହୁ ସାଧୁ ସନ୍ଥ ଆଗମନ୍ କରିଛନ୍ତି […]

ମୋହର ପ୍ରିୟସଖା ହରି । ହୃଦୟ ଗଲା ଶୂନ୍ୟ କରି – Moments Shared by Gandiva Dhari Arjun after Krusna Departure

ମୋହର ପ୍ରିୟସଖା ହରି । ହୃଦୟ ଗଲା ଶୂନ୍ୟ କରି ॥ ଦେଖ ମୋହର ବୀରପଣ । ମାର୍ଗେ ଗୋବିନ୍ଦ-ପତ୍ନୀଗଣ ॥ ଆବୋରି ନ ପାରିଲି ବଳେ । ତକ୍ଷଣେ ଲୁଚିଲେ ଗୋପାଳେ ॥ ସେହି ଗାଣ୍ତୀବଧନୁ ମୋର । ସେହି […]

ଗ୍ରିଷ୍ମେ ଚନ୍ଦନ, ଶ୍ରାବଣେ ଝୁଲଣ ଯାତ୍ରା

ଆକାଶରେ ନବ ନୀରଦର ଅପରୁପ ଶୋଭା | ବନ ପ୍ରାନ୍ତର ଦେଇ ଶିରି ଶିରି ବହୁଛି ମନ୍ଦ ମଲୟ | ଶ୍ରୀଧାମ ବୃନ୍ଦାବନରେ ଲାଗିଚି ମହୋତ୍ସବ ଗହଳ ଲତାକୁଞ୍ଜ ରେ ମିଲିତ ହେଉଛନ୍ତି ରସରାଜ ଶ୍ରୀକୃଷ୍ଣ ଆଉ ରାସେଶ୍ଵରି ଶ୍ରୀରାଧା | […]

error: Content is protected !!