0
Your Cart
0
Your Cart

ମରିଚି ଠାକୁରାଣୀଙ୍କ ଷୋଡଶ ଦିନାତ୍ମକ ପୂଜା

ପୁରୀ, ମରିଚିକୋଟ୍ ଛକରେ ମା’ମରିଚି ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ଆଶ୍ବିନ ମାସର ମୂଳାଷ୍ଟମୀ ଦ୍ବୀତୀୟା ଓଷାଠାରୁ | ସେଠାରେ ଷୋଡଶପୁଜା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରିତିନୀତି ସହ ମା’ଙ୍କ ମନ୍ଦିର ଜଡ଼ିତ । ପ୍ରତ୍ୟେକ ଦିନ ଭୋର ୫ଟାରେ […]

ଦେବୀ ମା’ ରାମଚଣ୍ଡୀଙ୍କ ଷୋଡଶ ଦିନାତ୍ମକ ପୂଜା

କୋଣାର୍କ-ପୁରୀ ବେଳାମାର୍ଗ ରାସ୍ତାରେ ଥିବା ଅଧ୍ୟଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା ଆରମ୍ଭ ହୋଇଛି । ଏହି ଅବସରରେ ମା’ଙ୍କ ପୀଠରେ ପ୍ରତ୍ୟହ ଚଣ୍ଡୀ ପାଠ ହେବା ସହ ବିଭିନ୍ନ ବେଶରେ ପାର୍ବଣ ପୂଜା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। […]

ମା ବରାହୀ ଠାକୁରାଣୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା

ବାଲିସାହିରେ ଅବସ୍ଥିତ ମା’ବରାହୀ ଠାକୁରାଣୀଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଛି । ମା’ସମୁଦ୍ରର ବାଲିପାହାଡ ଉପରେ ଅବସ୍ଥାପିତ ହୋଇଥିବାରୁ ଏହି ସାହିର ନାମ ବାଲି ସାହି ରଖା ଯାଇଥିବା ସ୍ଥାନୀୟ ଅଧିବାସୀ କହିଥାନ୍ତି । ବିମଳାଙ୍କ ନିକଟରେ ସହସ୍ର […]

error: Content is protected !!