ଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ

photo news

PAGE VIEWS: 1,083

 

ଆପଣ ଜାଣି ଖୁସି ହେବେ ଯେ, ଶ୍ରୀକ୍ଷେତ୍ର ପୁରୀରେ ‘ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ ବିଗତ ଦେଢ଼ବର୍ଷ ବ୍ୟାପି ନିରାଶ୍ରିତ ଗୋ-ବଂଶର ରକ୍ଷା ଏବଂ ଚିକିତ୍ସା ଦିଗରେ କାମ କରି ଆସୁଅଛି । ଏହି ଅନୁଷ୍ଠାନରେ ଅସୁସ୍ଥ ଗୋ-ବଂଶକୁ ଏଲୋପାଥିକ, ହୋମିଓପାଥିକ୍, ଆୟୁର୍ବେଦିକ ଉପାୟ ଏବଂ ଫିଜିଓଥେରାପି ମାଧ୍ୟମରେ ଚିକିତ୍ସା କରାଯାଉଥିବାରୁ ଏହା ଏକ ଗବେଷଣା କେନ୍ଦ୍ର ହୋଇଯାଇଛି ଏବଂ ଗତ ଗୋଷ୍ଠାଷ୍ଟମୀ ଦିନ ଠାରୁ ଏହି ସଂସ୍ଥାରେ ସକ୍ରିୟ ଭାବରେ କାର୍ଯ୍ୟରତ ଥିବା ଏକ ଆମ୍ବୁଲାନ୍ତି, ଦୁଇଟି ମୋଟର-ସାଇକେଲ ଆମ୍ବୁଲାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗୋ-ବଂଶକୁ ଆଶୁ ଚିକିତ୍ସା ଦେବା ସହ ସେବା ପ୍ରଦାନ କରିଆସୁଛି । । ମୃତ ଗୋ-ବଂଶ ସଂସ୍କାର ଅସୁବିଧାକୁ ଦୃଷ୍ଟିରେ ରଖ୍ ଆସନ୍ତା ତା.୧୦.୦୨.୨୦୧୯ ରିଖ (ରବିବାର) ଠାରୁ ଏକ ‘ ଗୋ-ବଂଶ ସ୍ବର୍ଗ ରଥ’ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ସ୍ଥାନରେ ଘଟୁଥିବା ଗୋ-ବଂଶଙ୍କ ଅନ୍ତିମ ସଂସ୍କାର ଦିଗରେ ପଦକ୍ଷେପ ନେବ । ସେହିପରି ଉକ୍ତ ଦିନ ଏହି ମଠ ପରିସରରେ ଏକ ଗୋମାତା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଭୋର ୫ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବା ସହ ସନ୍ଧ୍ୟା ୫ ଘଟିକା ସମୟରେ ଗୋ-ଆଳତୀ କାର୍ଯ୍ୟକ୍ରମ ରଖାଯାଇଛି ।



flag Lord Jagannath


Festival in Puri

UPCOMING FESTIVAL



Weather Puri  14-07-2020
Temperature:27°C
Scattered Thunderstorms
Wind: 9.32km/h
South West
Humidity: 87%



    LOOKING AHEAD Puri Weather
  • 16-07-2020 [ Thu]
    Thunderstorms
    High:29°C Low:28°C
  • 17-07-2020[ Fri]
    Thunderstorms
    High:29°C Low:28°C
  • 18-07-2020[ Sat]
    Thunderstorms
    High:29°C Low:28°C
  • 19-07-2020[ Sun]
    Thunderstorms
    High:29°C Low:29°C

*🌷💐🌹*ଜୟ ଜୟ ଶ୍ରୀ ଢଗନ୍ନାଥ*🌹💐🌷 ~~~~~~~~~~~~~ *ଅଦ୍ୟ ଜୁଲାଇ ୧୪ ତାରିଖ ୨୦୨୦ମସିହା(ମଙ୍ଗଳବାର) *ଶ୍ରାବଣ-କୃଷ୍ଣପକ୍ଷ* *ତିଥି… https://t.co/Mw1QBdHB8U
Please keep wearing the #mask 🙏 it is more then a ray of hope in this ridiculous and dangerous #covid19 time! ❤️ https://t.co/gaIFmu4r6V
*🌷💐🌹*ଜୟ ଜୟ ଶ୍ରୀ ଜଗନ୍ନାଥ*🌹💐🌷 ~~~~~~~~~~~~~ *ଅଦ୍ୟ ଜୁଲାଇ ୧୩ ତାରିଖ ୨୦୨୦ମସିହା(ସୋମବାର)* *ଶ୍ରାବଣ-କୃଷ୍ଣପକ୍ଷ* *ତିଥି -… https://t.co/eUHOORjPHk