0
Your Cart
0
Your Cart
1,947

ଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ

ଆପଣ ଜାଣି ଖୁସି ହେବେ ଯେ, ଶ୍ରୀକ୍ଷେତ୍ର ପୁରୀରେ ‘ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ୍’ ବଡ଼ଶଙ୍ଖ, ପୁରୀ ବିଗତ ଦେଢ଼ବର୍ଷ ବ୍ୟାପି ନିରାଶ୍ରିତ ଗୋ-ବଂଶର ରକ୍ଷା ଏବଂ ଚିକିତ୍ସା ଦିଗରେ କାମ କରି ଆସୁଅଛି । ଏହି ଅନୁଷ୍ଠାନରେ ଅସୁସ୍ଥ ଗୋ-ବଂଶକୁ ଏଲୋପାଥିକ, ହୋମିଓପାଥିକ୍, ଆୟୁର୍ବେଦିକ ଉପାୟ ଏବଂ ଫିଜିଓଥେରାପି ମାଧ୍ୟମରେ ଚିକିତ୍ସା କରାଯାଉଥିବାରୁ ଏହା ଏକ ଗବେଷଣା କେନ୍ଦ୍ର ହୋଇଯାଇଛି ଏବଂ ଗତ ଗୋଷ୍ଠାଷ୍ଟମୀ ଦିନ ଠାରୁ ଏହି ସଂସ୍ଥାରେ ସକ୍ରିୟ ଭାବରେ କାର୍ଯ୍ୟରତ ଥିବା ଏକ ଆମ୍ବୁଲାନ୍ତି, ଦୁଇଟି ମୋଟର-ସାଇକେଲ ଆମ୍ବୁଲାନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଗୋ-ବଂଶକୁ ଆଶୁ ଚିକିତ୍ସା ଦେବା ସହ ସେବା ପ୍ରଦାନ କରିଆସୁଛି । । ମୃତ ଗୋ-ବଂଶ ସଂସ୍କାର ଅସୁବିଧାକୁ ଦୃଷ୍ଟିରେ ରଖ୍ ଆସନ୍ତା ତା.୧୦.୦୨.୨୦୧୯ ରିଖ (ରବିବାର) ଠାରୁ ଏକ ‘ ଗୋ-ବଂଶ ସ୍ବର୍ଗ ରଥ’ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ସ୍ଥାନରେ ଘଟୁଥିବା ଗୋ-ବଂଶଙ୍କ ଅନ୍ତିମ ସଂସ୍କାର ଦିଗରେ ପଦକ୍ଷେପ ନେବ । ସେହିପରି ଉକ୍ତ ଦିନ ଏହି ମଠ ପରିସରରେ ଏକ ଗୋମାତା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଭୋର ୫ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବା ସହ ସନ୍ଧ୍ୟା ୫ ଘଟିକା ସମୟରେ ଗୋ-ଆଳତୀ କାର୍ଯ୍ୟକ୍ରମ ରଖାଯାଇଛି ।

error: Content is protected !!