ନବଦିନ ଯାତ୍ରା – ସନ୍ଧ୍ୟା ଦର୍ଶନ

ମହାଲକ୍ଷ୍ମୀ ଡାକି ଯିବା ପରେ ପ୍ରଭୁ ଜଗନ୍ନାଥ ଏବେ ସଜ ହେଲେଣି ବାହୁଡିବାକୁ ଶ୍ରୀମନ୍ଦିର। ନବଦିନ ଯାତ୍ରାରୁ ଗଲାଣି ୭ ଦିନ। ଶୀଘ୍ର ଫେରିବାକୁ ହେବ ବଡ ଦେଉଳକୁ। ତେଣୁ ଅର୍ନ୍ତବେଦୀରେ ଭକ୍ତଙ୍କର ଆଜି ପ୍ରଭୁଙ୍କ ସହିତ ଶେଷ ଦେଖା। ଯାତ୍ରାର […]

ଯଜ୍ଞବେଦୀରେ ମହାପ୍ରଭୁ ଓ ଆଡପ ଅଭଡା

ନନ୍ଦିଘୋଷରୁ ଓହ୍ଲାଇ ପ୍ରଭୁ ଏବେ ବିଜେ କରିଛନ୍ତି ଆଡପ ମଣ୍ଡପ ଯଜ୍ଞବେଦୀରେ। ନୀଳଗିରି ଏବେ ଶୂନ୍ୟ ପଡିଥିବା ବେଳେ ହସି ଉଠୁଛି ସୁନ୍ଦରାଚଳ।ଜନକପୁରୀରେ ଲାଗିଛି ଗହଳଚହଳ।ବିଜେ କାହାଳୀ ବାଜିବା ପରେ ଘଣ୍ଟ ଘଣ୍ଟା ମର୍ଦ୍ଦଳ,ଛତ,ତରାସ,ବାଜ,ବୈଜୟନ୍ତ୍ରୀର ରାଜକୀୟ ପଟୁଆରରେ ହଲିଝୁଲି ରଥରୁ ଓହ୍ଲାଇଥିଲେ […]

ନନ୍ଦିଘୋଷ ରଥେ ଚିନ୍ତାମଣି କୃଷ୍ଣ

ଶ୍ରୀକୃଷ୍ଣଙ୍କୁ ସ୍ତୁତି କରିବାକୁ ଯାଇ କବି ‘ବିଦ୍ଗଧ ଚିନ୍ତାମଣି’ରଚୟିତା ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି। “ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ।” ଅର୍ଥାତ୍ ଈଶ,ଶେଷ ଆଦି ଦେବଗଣମାନଙ୍କ ଦ୍ଵାରା ସେବିତ ଶ୍ରୀକୃଷ୍ଣ ହିଁ ଭକ୍ତର ସମସ୍ତ […]

ପାର୍ଶ୍ୱ ଦେବଦେବି କିଏ କେଉଁ ରଥରେ ??

ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାର୍ଶ୍ଵରେ ହରିହର,ପଣ୍ଡୁ ନୃସିଂହ,ଗିରି ଗୋବର୍ଦ୍ଧନ,ରାବଣ ଛତ୍ରଭଙ୍ଗ,ଚିନ୍ତାମଣି କୃଷ୍ଣ,ନାରାୟଣ,ମଧୁସୂଦନ,ଲକ୍ଷ୍ମଣ ଓ ପଚଂମୁଖୀ ମହାବୀର ଅଧିଷ୍ଠିତ ହୋଇଥାନ୍ତି।ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥରେ ପ୍ରଳମ୍ଭାରି ମହାଦେବ,ବାଇଶଭୁଜ ନୃସିଂହ,ବଳରାମ,ନଟବେ ଗଣେଶ,ଅଙ୍ଗଦ,ନାଟାମ୍ଭର,ଷଢାନନ କାର୍ତ୍ତିକେଶ୍ଵର,ମଧୁକୈଟଭ ଓ ଅନନ୍ତ ବାସୁଦେବ ରୁହନ୍ତି।ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିମଳା,ମଙ୍ଗଳା,ବରାହୀ,ଭଦ୍ରକାଳୀ,ଉମା,କାତ୍ୟାୟନୀ,ହରଚଣ୍ଡୀ,ରାମଚଣ୍ଡୀ ଏବଂ […]

error: Content is protected !!