ବୋଲ୍ ବମ୍ ଅର୍ଥ ‘ଶିବ କୁହ’ ବା ‘ଶିବ ନାମ ଉଚ୍ଚାରଣ କର

ବୋଲ୍ ବମ୍ । ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ ମାଇଲ୍ ମାଇଲ୍ ଧରି ଚାଲିଥିବେ ସେମାନେ ପାଦର ଯନ୍ତ୍ରଣା, ଦେହର ଥକ୍କାକୁ ପଛରେ ପକାଇ ଯେଉଁ ଧ୍ବନି ସେମାନଙ୍କୁ ମନରେ ଉତ୍ସାହ ଦେଉଥିବ, ତାହା ‘ବୋଲ୍ ବମ୍, ହର […]

ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ତଥା ପ୍ରତିଷ୍ଠା ଓ ମାଦଳା ପାଞ୍ଜି

ଇନ୍ଦ୍ରଦ୍ୟୁମ୍ନ ମହାରାଜା ଜଣେ ବଡ ବିଷ୍ଣୁଭକ୍ତ ଥିଲେ ଏବଂ କେଉଁଠାକୁ ଗଲେ ବିଷ୍ଣୁଙ୍କ ସହ ସାକ୍ଷାତ ହେବ ବୋଲି ଚିନ୍ତିତ ଥିଲେ। ଜଣେ ବୈଷ୍ଣବ ଦୈବବଶତଃ ଇନ୍ଦ୍ରଦ୍ୟୁମ୍ନଙ୍କ ରାଜସଭାରେ ପ୍ରବେଶ ହୋଇ ନୀଳମାଧବଙ୍କ କଥା ଜଣାଇଲେ। ରାଜା ଏ ସମ୍ବାଦ ପ୍ରାପ୍ତ […]

Holy Shrabana Month – ପବିତ୍ର ଶ୍ରାବଣ ମାସ

ପବିତ୍ର ଶ୍ରାବଣ ମାସ, ଦେବ ଦେବ ମହାଦେବଙ୍କର ଅତୀବ ପ୍ରିୟ ମାସ | ଏହି ସମୟରେ ଡମ୍ବରୁଧାରୀ ଶିବ ହୋଇ ଉଠନ୍ତି ଅତୀବ ମନୋହାରି  ଏବଂ କାରୁଣିକ ତଥା ବୋଲ୍ ବମ୍ ଭକ୍ତଙ୍କ ଗହଳିରେ ଶୈବ ପୀଠ ଗୁଡିକ ହୋଇଉଠେ ଶିବମୟ ଏବଂ […]

ଆଦି ଗୁରୁ ବ୍ୟାସଦେବ

ସେଦିନ ଋଷି ପରାଶର ବିମୋହିତ ହୋଇପଡିଥିଲେ କୈବର୍ତ୍ତ୍ୟ କନ୍ୟାର ରୂପ ଲାବଣ୍ୟରେ। ନଦୀ ଓ ନାଳରେ ଯେ ସ୍ତ୍ରୀ ସଙ୍ଗମ ଶାସ୍ତ୍ର ନିଷିଦ୍ଧ ସେକଥା ଭୁଲିଗଲେ ୠଷିପ୍ରବର। ତପ ବଳରେ ମତ୍ସ୍ୟଗନ୍ଧା କୈବର୍ତ୍ତି ପାଲଟିଗଲା ଯୋଜନଗନ୍ଧା। ନଦୀ ଓ ନାଳ ଚାରିପଟେ […]

ଦାନବ କିର୍ତିମୁଖ ପୁଜା ହୁଏ ??

କିର୍ତିମୁଖ – ଗୌରବ ମୁଖ, ମୁଖ ଖୋଲିଥିବା ଏକ ଦାନବ, ଯାହାର ବର୍ଣନା ସ୍କନ୍ଦପୁରାଣ ହୋଇଅଛି । କିର୍ତିମୁଖର ଶୃଷ୍ଟି ପ୍ରଭୁ ଶିବଙ୍କ ତୃତିୟ ନୟନରୁ ଯାତ ଅଗ୍ନିରୁ ହୋିଇଥିଲା । ତ୍ରିପୁରବିଜୟି ରାକ୍ଷସ ଜଳନ୍ଦରକୁ ଯୁଦ୍ଧର ପରାସ୍ତ ଲକ୍ଷରେ କିର୍ତିମୁଖର […]

ଦାର୍ଢ୍ୟ ଭକ୍ତ ଗୀତା ପଣ୍ଡା

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଚିରନ୍ତନ ଓ ଶାଶ୍ବତ । ଭକ୍ତର ଭକ୍ତି ରୂପକ ରଜୁରେ ଭଗବାନ ବନ୍ଧା ହୁଅନ୍ତି । ଭକ୍ତଟିଏ ଭଗବାନଙ୍କ ଠାରେ ସଦା ଆନ୍ତରିକ ବିଶ୍ବାସ ରଖୁଥାଏ । ସାଂସାରିକ ଜଞ୍ଜାଳରେ ଥାଇ ମଧ୍ୟ ଶୟନେ, ସପନେ, […]

ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ

ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତି ତଥା ଯାନିଯାତ୍ରାରେ ଶ୍ରୀବିଗ୍ରହମାନେ ଲୋକକଲ୍ୟାଣ ନିମିତ୍ତ ତଥା ବିଭିନ୍ନ କାର୍ଯ୍ୟର ପ୍ରାରମ୍ଭ ନିମିତ୍ତ ଆଜ୍ଞା ବା ଆଦେଶ ପ୍ରଦାନ ପୂର୍ବକ ପ୍ରତିନିଧିମାନଙ୍କୁ ଶ୍ରୀଅଙ୍ଗରୁ ଯେଉଁ ମାଳ ଦେଇଥାନ୍ତି, ତାହାର ନାମ ହେଉଛି ଆଜ୍ଞାମାଳ […]

ହରିଙ୍କ ମନ୍ଦିରରେ ହରିସହଦେବ

ବ୍ରହ୍ମଗିରିର ସୁନାମୁହିଁ ଠାରୁ ଦକ୍ଷିଣ ଦିଗକୁ ରହିଛି ଏକ ପ୍ରସିଦ୍ଧ ଶିବ ପୀଠ । ଏଇ ପୀଠରେ ଶ୍ରୀହରିସହଦେବ ଉପାସିତ ହେଉଛନ୍ତି । ବହୁ ପ୍ରାଚୀନ ସମୟରୁ ପାଣ୍ଡବ । ପାଞ୍ଚଭାଇ ଶିବ ରୁପେ ବ୍ରହ୍ମଗିରି ଅଞ୍ଚଳରେ ପୂଜା ପାଉଛନ୍ତି । […]

error: Content is protected !!