ସାରା ଭାରତବର୍ଷରେ ଶିବଙ୍କ ସହିତ ଦୁର୍ଗା ଉପାସିତ ହେଲାବେଳେ ପୁରୁଷୋତ୍ତମ କ୍ଷେତ୍ରରେ ବିମଳା ଓ ଜଗନ୍ନାଥଙ୍କୁ କେନ୍ଦ୍ର କରି ଶାକ୍ତ ଜଗତର ପରିକ୍ରମା ଦେଖାଯାଏ। ଜଗନ୍ନାଥଙ୍କ ପତ୍ନୀ ମହାଲକ୍ଷ୍ମୀ ହେଲେ ମଧ୍ୟ ପୀଠେଶ୍ଵରୀ ହେଉଛନ୍ତି ବିମଳା। ସେ ଜଗନ୍ନାଥଙ୍କର ମାୟା ଶକ୍ତି,ବଳଭଦ୍ରଙ୍କର […]
ଶେଷଦେବ
ଏହି ମୂର୍ତ୍ତୀଟି ଅନନ୍ତ ଏବଂ ବାସୁଦେବଙ୍କର ଏକ ସଂଯୁକ୍ତ ମୂର୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ ଯାହଙ୍କ ସହାୟତରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ । କୈଳାସ […]
Pati Thakura representing Lord Balabhadra, Jagannath and Subhadra
After Snana Yatra Lord Jagannath become sick and suffers from fever. He is therefore moved to his private stay, there He is offered drugs which are prepared by the fruit […]
ଦର୍ପଦଳନ ରଥରେ ମଙ୍ଗଳା
ଭାଗବତରେ ବର୍ଣ୍ଣନା ଅନୁଯାୟୀ ଶ୍ରୀବିଷ୍ଣୁଙ୍କ ଅନୁରୋଧରେ ଯୋଗମାୟା ମଙ୍ଗଳା ରୂପରେ ଆବିର୍ଭୂତ ହୋଇଥିଲେ । ମର୍ତ୍ତେ ହୋଇବୁ ତୁ ଯେ କାତ ଜଗତେ ହୋଇବୁ ବିଖ୍ୟାତ ଲୋକେ କରିବେ ତୋତେ ପୂଜା ଅନେକ ଦେବେ ବଳିଭୋଜା ଭକତେ ହୋଇବୁ ପ୍ରସନ୍ନ ଅନେକ […]
ନନ୍ଦିଘୋଷରେ ଗୋବର୍ଦ୍ଧନଧାରି ଶ୍ରୀକୃଷ୍ଣ
ଗୋବର୍ଦ୍ଧନଧାରି ଶ୍ରୀକୃଷ୍ଣଙ୍କର ଏହା ଏକ ମନମୋହନ ପ୍ରତିକୃତି । ତ୍ରିଭଙ୍ଗୀ ଛନ୍ଦରେ ଶ୍ରୀକୃଷ୍ଣ ଦଣ୍ଡାୟମାନ । ଲଗୁଡ଼ ହସ୍ତରେ ଦୁଇପାଖରେ ଦୁଇ ଗୋପ , ବାଳକ ଦଣ୍ଡାୟମାନ । ବାମହସ୍ତର କାଣି ଆଙ୍ଗୁଠିରେ କୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିବା ବେଳେ […]
ଦେବୀ ସୁଭଦ୍ରାଙ୍କ ରଥରେ ପାର୍ଶ୍ଵଦେବୀ ଭଦ୍ରକାଳୀ
ମହାକାଳୀଙ୍କର ସୃଜନ କଳାର କଳାତ୍ମକ ରୂପ ହେଉଛନ୍ତି ଭଦ୍ରକାଳୀ। ସେ ସୁଶ୍ରୀ,ସ୍ନିଗ୍ଧା,କିନ୍ତୁ ନଶ୍ଵର ତାର ପ୍ରତୀକ ଭାବରେ ପ୍ରକୃତି ସ୍ଵରୂପିଣୀ। ସେ ହିମାଳୟ କନ୍ୟା ଉମା,ବନବାସିନୀ ବନଦୁର୍ଗା,ଏକାମ୍ରବାସିନୀ,ପାପନାସିନୀ,ଦେବୀଶାକମ୍ବରୀ ଆଦି ଅନେକ ନାମରେ ପରିଚିତା ଅଟନ୍ତି। ବିଷ୍ଣୁଧର୍ମୋତ୍ତର ପୁରାଣରେ ଭଦ୍ରକାଳୀଙ୍କର ବର୍ଣ୍ଣନା ଅଛି। […]
ଶ୍ରୀସୁଭଦ୍ରାଙ୍କ ରଥରେ ବିରାଜମାନ କରୁଥିବା ରୁଦ୍ରଚଣ୍ଡୀ (ହରଚଣ୍ଡୀ)
‘ମାର୍କଣ୍ଡେୟ ପୁରାଣ’ରେ ଦେବୀ ମାହାତ୍ମ୍ୟ ନାମକ ଏକ ବିସ୍ତୃତ ଅଧ୍ୟାୟ ରହିଛି। ଯାହା ଦୁର୍ଗାସପ୍ତସତୀ ନାମରେ ନାମିତ।ଏଥିରେ ସାତଶହ ସ୍ତୋତ୍ର ରହିଥିବାବେଳେ ବହୁବାର ଚଣ୍ଡୀ ଶଦ୍ଦ ଉଚାରଣ ହୋଇଛି। ତାନ୍ତ୍ରିକମାନେ ଏହାକୁ ଏକ ସ୍ଵତନ୍ତ୍ର ଗ୍ରନ୍ଥ ଭାବରେ ଗ୍ରହଣ କରନ୍ତି। କାରଣ […]
ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଶେଷଦେବ
ମୁର୍ତ୍ତିଟି ଅନନ୍ତ ଏବଂ ବାସୁଦେବଙ୍କ ଏକ ସଂଯୁକ୍ତ ମୁର୍ତ୍ତି । ସ୍କନ୍ଦପୁରାଣ ଅନୁସାରେ ଭଗବାନ ବିଷ୍ଣୁ (ଦେବନାଗରୀ : विष्णु) ଯାହାଙ୍କ ସହାୟତାରେ ତ୍ରିଭୁବନ ପାଳନ କରନ୍ତି ସେ ହଳାୟୁଧଧାରି ବଳରାମ । ଫଣା ମସ୍ତକ ଶୋଭିତ ନାଗରାଜ ଅନନ୍ତ ଶେଷଦେବ […]
ସୁଭଦ୍ରାଙ୍କ ରଥରେ ଚାମୁଣ୍ଡା
ସର୍ବ ଭାରତୀୟ ପରମ୍ପରାରେ ଦେବୀ ବିଭିନ୍ନ ରୂପରେ ପୂଜିତ ହୁଅନ୍ତି। ତାଙ୍କର ବୟସ ଅନୁସାରେ ତାଙ୍କର ବିଭିନ୍ନ ନାମ ରହିଛି। ଯେତେବେଳେ ସେ ଗୋଟିଏ ବର୍ଷର ଶିଶୁ ତାଙ୍କ ନାମ ସନ୍ଧ୍ୟା। ତାଙ୍କୁ ଯେତେବେଳେ ଦୁଇ ବର୍ଷରେ ସେ ସରସ୍ଵତୀ,ସାତ ବର୍ଷରେ […]
ତାଳଦ୍ଵଜ ରଥର ପାର୍ଶ୍ଵଦେବତା ଗଜାନ୍ତକ
ଗଜ ଏପରି ଏକ ପ୍ରାଣୀ ଯେ ଆପାତତଃ ଅନେକ ଦେବାଦେବୀଙ୍କ ସହିତ ସଂଯୁକ୍ତ। ସେ ଏକାଧାରରେ ଦିଗପାଳ ଦିଗ୍ଗଜ। ଇନ୍ଦ୍ରଙ୍କ ବାହନ ଐରାବତ ଲକ୍ଷ୍ମୀଙ୍କର ପାର୍ଶ୍ଵଦ ହେତୁ ଲକ୍ଷ୍ମୀଙ୍କର ଅନ୍ୟନାମ ଗଜଲକ୍ଷ୍ମୀ। ସେହିପରି ଶ୍ରୀ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ହେତୁ ମହାପ୍ରଭୁଙ୍କର […]
ପାର୍ଶ୍ଵଦେବତା କୁମାର ସ୍କନ୍ଦ କାର୍ତ୍ତିକେୟ
ସାଧାରଣତଃ ଦେଖାଯାଏ ପୁରୁଷ ପ୍ରକୃତିର ମିଳନରେ ପ୍ରଜନ୍ମ ସୃଷ୍ଟିଲାଭ କରେ। କିନ୍ତୁ ଭାରତୀୟ ବେଦବେଦାନ୍ତର ସୂଚନା ଅନୁଯାୟୀ ତପସ୍ଵୀମାନେ ବିନା ପ୍ରକୃତିରେ ସାହଚର୍ଯ୍ୟରେ ସନ୍ତାନ ଉତ୍ପାଦନ କରିବା ନିମିତ୍ତ ସମର୍ଥ ଥିଲେ। ଏହି ପରିପ୍ରେକ୍ଷୀରେ ଦ୍ରୋଣ,ଶୁକ,ଋଷ୍ୟଶୃଙ୍ଗ ଆଦି ଜନ୍ମଲାଭ କରିଥିଲେ। ମହ୍ମାଯୋଗୀ […]
ପାର୍ଶ୍ଵଦେବତା ନାରାୟଣ
‘ପଦ୍ମପୁରାଣ’,’ବିଷ୍ଣୁର୍ମୋତ୍ତର’,’ରୂପମଣ୍ଡନ’ ଆଦି ଗ୍ରନ୍ଥର ଆଧାର ଶଙ୍ଖ,ଚକ୍ର,ଗଦା,ପଦ୍ମ,ଧାରଣ ଅନୁସାରେ ଶ୍ରୀବିଷ୍ଣୁଙ୍କ ଚବିଶ ମୂର୍ତ୍ତି ରୂପରେଖ ଅଙ୍କିତ।ଏହା ମହାପ୍ରଭୁଙ୍କର ଯୋଗମୂର୍ତ୍ତି,ଭୋଗମୂର୍ତ୍ତି ଓ ଶୟନମୂର୍ତ୍ତି ଅଟେ।ଏହି ଚବିଶ ବିଷ୍ଣୁମୂର୍ତ୍ତି ମଧ୍ୟରେ ନାରାୟଣ ଅନ୍ୟତମ।ନାର ଅର୍ଥ ଜଳ,ଅୟନ ଅର୍ଥ ସ୍ଥାନ।ସୃଷ୍ଟିର ଆଦ୍ୟ ବା ପ୍ରଳୟ କାଳରେ ସେ […]
